ରାଜ୍ୟ ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଗାଏବ୍ Byapini Bureau Feb 17, 2021 0 ଓଡିଶାରେ ସବୁଠାରୁ ବଡ଼ ସାଇବର ଠକେଇ । ରାଜ୍ୟରେ ଏବେ ପ୍ରତିଦିନ ସାଇବର ଠକେଇର ଘଟଣା ଖବର ସାମନାକୁ ଆସୁଛି । କିନ୍ତୁ ଏଥର କଟକରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଶିଶୁ ରୋଗ!-->…
ଛୁଙ୍କ କାହିଁକି ଚୁପ୍ ଅଛନ୍ତି ଅରୁପ୍ ପଟ୍ଟନାୟକ? Byapini Bureau Feb 17, 2021 0 ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରମନ୍ତ୍ରୀ, ବିଜେପି ସାଂସଦଙ୍କ ମତରେ ଫରକ ଥିବା ଦେଖିବାକୁ ମିଳୁଛି, ବିଜେଡି ପଛରେ ରହି ସେବାୟତଙ୍କୁ ଆଗରେ ରଖି ଗୋଟି ଚଳାଉଛି । ବିଜେଡିର ସ୍ଥାନୀୟ ବିଧାୟକ ଟ୍ୱିଟ କରି!-->…
କାରସାଦି ୱିକେଣ୍ଡରେ ରାଜଧାନୀ ଚାଲ! Byapini Bureau Feb 17, 2021 0 ଜିଲ୍ଲା ସ୍ତରରେ ଏବେ ବିଚିତ୍ର ସ୍ଥିତି । ଶୁକ୍ରବାର ସନ୍ଧ୍ୟା ହୋଇଗଲେ କିଛି ନିର୍ଦ୍ଦିଷ୍ଟ ବିଭାଗର ବାବୁ ଏବେ ଆଉ ନିଜ ନିଜ କର୍ମକ୍ଷେତ୍ରରେ ରହିବାକୁ ଚାହୁଁନାହାନ୍ତି । ମନ ତାଙ୍କର ରାଜଧାନୀ ମୁହାଁ ହୋଇଯାଉଛି । ଶୁକ୍ରବାର!-->…
ରାଜ୍ୟ ସାଆନ୍ତେଙ୍କ ପାଇଁ କିଲୋ କିଲୋ ସୁନା Byapini Bureau Feb 16, 2021 0 ଆଜି ବସନ୍ତ ପଂଚମୀ ବା ମହାପ୍ରଭୁଙ୍କ ରଥକାଠ ଅନୁକୂଳ । ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୪ କିଲୋ ୮୫୮ ଗ୍ରାମ ସୁନା ଓ ପ୍ରାୟ ୩ କିଲୋ!-->…
ରାଜ୍ୟ ମାନ୍ୟବର ରିଟର୍ଣ୍ଣ : ସତସଙ୍ଗ କରିବାକୁ ମିଳିଲା ଅନୁମତି, ଜୁଲାଇ ୧ରୁ ଭକ୍ତଙ୍କ ଗହଣକୁ ଫେରିବେ ସାରଥୀ । Byapini Bureau Feb 16, 2021 0 ଭକ୍ତ ଆସିବେ, ସତସଙ୍ଗ ହେବ, ପୁଣି ଚାଲିବ ପ୍ରବଚନ । ମାନ୍ୟବର ଶବ୍ଦରେ ପ୍ରକମ୍ପିତ ହେବ ସତସଙ୍ଗ ସ୍ଥଳ । କାରଣ ରିଟର୍ଣ୍ଣ କରିବେ ସାରଥୀ । ଭକ୍ତଙ୍କ ଗହଣରେ ବସିବେ, ପ୍ରବଚନ ଓ ସତସଙ୍ଗ ଆରମ୍ଭ କରିବେ । ବହୁ ଚର୍ଚ୍ଚିିତ ସାରଥୀ!-->…
ରାଜ୍ୟ ବାଇ-ଲ’କୁ ନେଇ ସୌମ୍ୟଙ୍କ ବଡ଼ ବୟାନ: ମାଟି ଆଗ ନା ପାର୍ଟି ଆଗ? Byapini Bureau Feb 16, 2021 0 ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରସଙ୍ଗକୁ ନେଇ ବିବାଦ ଲାଗିରହିଥିବା ବେଳେ ଏନେଇ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ମାଟି ଆଗ କି ପାର୍ଟି ଆଗ ତାହା ବିଜେପି ଦଳ ଚିନ୍ତା କରିବା ଦରକାର । ନିଜ ନିଜର!-->…
ରାଜ୍ୟ ହକି ପାଇଁ ହୃଦୟ ଖୋଲିଦେଲେ : ସୁନ୍ଦରଗଡ଼କୁ ସୁପ୍ରିମୋ ଦେଲେ ବଡ ଭେଟି Byapini Bureau Feb 16, 2021 0 ହକି ପାଇଁ ହୃଦୟ ଖୋଲିଦେଲେ ନବୀନ । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡକୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦେଶର ସବୁଠୁ ବଡ ହକି ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ!-->!-->!-->…
ନେତା ‘ପାଠ ପଢି ଆସୁ ବିଜେଡି’ Byapini Bureau Feb 16, 2021 0 ସଂସଦ ଅଧିବେଶନ ସାରି ଦିଲ୍ଲୀରୁ ଫେରିବା ପରେ ଏବେ ଆଟାକିଙ୍ଗ ମୁଡରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଛନ୍ତି ଅପରାଜିତା । ଗତକାଲି ପରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି!-->…
ରାଜ୍ୟ ‘ପରୀ’ ମାମଲା: ଚାର୍ଜସିଟରେ କ’ଣ ଅଛି? Byapini Bureau Feb 16, 2021 0 ସାରା ରାଜ୍ୟରେ ଚହଳ ପକାଇଥିବା ନୟାଗଡର କୁନି ଝିଅ ‘ପରୀ’ ହତ୍ୟା ଘଟଣାରେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପରୀକୁ ହତ୍ୟା କରିବା ଓ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗିବା କଥା ସ୍ୱୀକୀର କରିଛି ଅଭିଯୁକ୍ତ । ଏନେଇ ଆଜି ନୟାଗଡ କୋର୍ଟରେ!-->…
ନେତା ବିଜେଡିର ‘ବଳ’ବନ୍ତରାୟ Byapini Bureau Feb 16, 2021 0 ନୁଆ ଓଡିଶା ଓ ବିକଶିତ ଓଡିଶା ସ୍ୱପ୍ନକୁ ସାକାର କରିବାକୁ ଗତ ଦୁଇ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମର୍ଥ ସାରଥୀ ସାଜିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ।!-->…