THE BYAPINI

ଛି… କି କଥା ଏଗୁଡା !

ଓଡ଼ିଆରେ ଏକ ଲୋକକଥା ରହିଛି, ନାନା ମୁନିଙ୍କ ନାନା ମତ । ଆଉ ଏକାମ୍ର କ୍ଷେତ୍ରରୁ ବାଇ ଲ ପ୍ରତ୍ୟାହାର ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି । କିଏ କେତେବେଳେ କଣ କହୁଛି ତାହା କିଛି

ସୋସିଆଲ ମିଡିଆରେ ସାଂସଦ ମୁହାଁମୁହିଁ

ପୁଣି ଟୁଇଟରରେ ମୁହାଁମୁହିଁ ହେଲେ ଦୁଇ ସାଂସଦ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଟୁଇଟ୍ ୱାର । ଦୁଇ ଦିନ ପୂର୍ବରୁ ଅପରାଜିତା କରିଥିବା ଟୁଇଟର ଉତର ଦେଇଛନ୍ତି ଅନୁଭବ । ଅନୁଭବ

ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା

କଳାହାଣ୍ଡି କର୍ଲପାଟରେ କାହିଁକି ମରୁଛନ୍ତି ହାତୀ ?  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ସମୀକ୍ଷା କରି ଉଦ୍‌ବେଗ ପ୍ରକାଶ କରିଛନ୍ତି । ଭିଡିଓ କନଫରେନ୍ସ ଯୋଗେ

ସେଂଚୁରୀ ଆଉ ଦୂର ନୁହେଁ..

ପକେଟ ଖାଲି କରୁଛି ପେଟ୍ରୋଲ । କିଛି ଦିନ ହେବ ଦେଶରେ ତେଲ ଦର କମିବାରେ ନାଁ ନେଉନି । ଲଗାତର ତୈଳ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଦେଇଛି । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସେପଟେ

ପ୍ରଶ୍ନ ପଚାରିଲେ ଅପରାଜିତା

ସଂସଦର ଅଧିବେଶନ ସାରି ଓଡିଶା ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏକାମ୍ର କ୍ଷେତ୍ର ବାଇ-ଲ’ ନିଷ୍ପତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ

ପେଟ୍ରୋଲ ପଲିଟିକ୍ସ

ଗତ କିଛି ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଯେଉଁଭଳି ଭାବେ ହେଉଛି, ତେଲ କିଣିଲା ବେଳକୁ ଗ୍ରାହକଙ୍କ ପକେଟ୍ ପୋଡୁଛି ।କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଅସ୍ତ୍ର କରି ଆଜି ରାସ୍ତାକ ଓହ୍ଲାଇଛି

ଫାସଟ୍ୟାଗ ନାହିଁ କି? ଦେବାକୁ ପଡିବ ଦୁଇ ଗୁଣା ଟୋଲ

ଆପଣଙ୍କ ଗାଡିରେ ଫାସଟ୍ୟାଗ ନାହିଁ କି? ଯଦି ନାହିଁ ତେବେ ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇଗଲେ ଆପଣଙ୍କୁ ଦେବାକୁ ପଡି ଦୁଇ ଗୁଣା ଟୋଲ । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

‘ଏକାମ୍ର କ୍ଷେତ୍ରରୁ ହଟିବ ବାଇ-ଲ’

ପୁରୀ ଭଳି ଏକାମ୍ର କ୍ଷେତ୍ରରୁ ହଟିବ ବାଇ-ଲ । ଏକାମ୍ର କ୍ଷେତ୍ରରୁ ଏନଏମଏର ବାଇ-ଲ ପ୍ରତ୍ୟାହାର ନେଇ ଦାବି ଜୋର ଧରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୁରୀ ଶ୍ରୀମନ୍ଦିରରୁ

କାଲି କଂଗ୍ରେସର ଓଡ଼ିଶା ବନ୍ଦ

ଆସନ୍ତାକାଲି ଓଡିଶାର ବନ୍ଦ ଡାକରା ଦେଇଛି । ଦରଦାମ ବୃଦ୍ଧିକୁ ନେଇ ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଓଡିଶାରେ ପଡିଶା ଭୋଟ୍

ଆନ୍ଧ୍ରର ଦାଦାଗିରି । କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଓଡିଶାରେ ପଂଚାୟତ ନିର୍ବାଚନ କରିଛି ଆନ୍ଧ୍ର । ଓଡିଶାରେ ଆନ୍ଧ୍ରର ନିର୍ବାଚନ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ନିର୍ବାଚନ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ