THE BYAPINI

ଅନୁଭବ ଡାକିଲେ ଅପରାଜିତା ଆସିଲେନି!

ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସାଂସଦ । ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ନେଇ ଦାବି ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ପହଚିଂଛି । ରାଜ୍ୟରେ ପ୍ର୍ତିବାଦ ସ୍ୱର ଜୋରଦାର ହୋଇଥିବା ବେଳେ ବାଇ-ଲ’ଙ୍କୁ ନେଇ ଦୁଇ

ବିଚ ରାସ୍ତାରେ ବିଶ୍ୱକର୍ମା, କାନ୍ଦୁଛି ଓଡ଼ିଆ କଣ୍ଟ୍ରାକ୍ଟର ।

ଓଡ଼ିଆରେ ଗୋଟେ କଥା ଅଛି, ଯଦି ଜୀବନରେ ଟଙ୍କା କମେଇବାକୁ ଚାହଁ ତେବେ କଲେକ୍ଟର, କଣ୍ଟ୍ରାକ୍ଟର କିମ୍ବା କଣ୍ଡକ୍ଟର ହୁଅ । କିନ୍ତୁ ପରିତାପର ବିଷୟ ହେଉଛି ଯେ ଏବେ କଣ୍ଟ୍ରାକ୍ଟର ବା ଠିକାଦାର ଆମ ରାଜ୍ୟରେ ସବୁଠାରୁ ଅବହେଳିତ ।

କୋଟିଆ କେଁ : ସମାଧାନର ସେତୁ ସାଜନ୍ତୁ ବିଶ୍ୱଭୂଷଣ

କୋଟିଆକୁ ନେଇ ଏବେ ଆନ୍ଧ୍ର-ଓଡ଼ିଶା ବିବାଦ ବଢିବାରେ ଲାଗିଛି । ଓଡ଼ିଶାର ସୀମାନ୍ତବର୍ତ୍ତୀ କୋଟିଆ ଗ୍ରାମପଞ୍ଚାୟତର ୨୧ ଗାଁରେ ଆନ୍ଧ୍ର କରୁଥିବା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇଛି ଓଡ଼ିଶା । ସରକାରୀସ୍ତରରେ ଅନେକ

ଫୋକସରେ ପଶ୍ଚିମ ଓଡ଼ିଶା

ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଫୋକସ ପଶ୍ଚିମ ଓଡିଶା । ବିଜେପିର ସେଭ୍ ଜୋନ କୁହାଯାଉଥିବା ପଶ୍ଚିମ ଓଡିଶାରେ ପୁଣି ଥରେ ସବୁଜ ବାନା ଉଡାଇବାକୁ ତତ୍ପର ହୋଇ ଉଠିଲାଣି ବିଜେଡି । ଆଉ ଏଥିପାଇଁ ଏବେ ଠାରୁ ଆରମ୍ଭ ହୋଇଛି

ପଂଚାୟତ ନିର୍ବାଚନ ପୂର୍ବରୁ ଫୋକସରେ ଚାଷୀ…ପୁଣି ଫେରିଲା ‘କାଳିଆ’

ପୁଣି ଆସିଲା କାଳିଆ ଟଙ୍କା । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫୋକସରେ ଚାଷୀ । ଚାଷିଙ୍କ ଆକାଉଂଟକୁ ଯାଇଛି ତୃତୀୟ କିସ୍ତି କାଳିଆ ଟଙ୍କା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର

କୋଟିଆ ମାମଲା: ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଓଡିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଓଡିଶାର ଆବେଦନ ଉପରେ ସର୍ବୋଚ୍ଚ

ବାଇ-ଲ’ ବିବାଦ: ଏକାଠି ହେଲେ ରାଜଧାନୀବାସୀ

ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଏନଏମଏ ଜାରି କରିଥିବା ବାଇ-ଲ‘କୁ ନେଇ ଦେଖା ଦେଇଥିବା ଅସନ୍ତୋଷ ବଢିବାରେ ଲାଗିିଛି । ବାଇ-ଲ’ ପ୍ରତ୍ୟାହାର ଦାବିରେ ଏକାଠି ହେଲେ ରାଜଧାନୀବାସୀ । ଜାତୀୟ

ଓଡିଶାକୁ ବିହାର କରିଦେବେ କି ଅପରାଜିତା? ସଙ୍ଗଠନର ଅପରାଧୀ ଲିଙ୍କ୍ !

ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି କି ଅପରାଜିତା? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଗତ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୱାର୍ଡ ପ୍ରତିନିଧି ଏବଂ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଯୁବକଙ୍କୁ ବିଭିନ୍ନ

ବିଜେଡିର ବଳ ବାପିଙ୍କ କୈାଶଳ!

ନିଜ ପାରିବାରିକ ଝଡଝଞ୍ଜାକୁ ପଛରେ ପକାଇ, ବ୍ୟକ୍ତିଗତ କ୍ଷତିକୁ ଭୁଲାଇବା ସମ୍ଭବ ନଥିଲେ ମଧ୍ୟ ଦଳ ପାଇଁ ତାକୁ ପଛରେ ରଖି ସାଂଗଠନିକ ଶକ୍ତିର ବିସ୍ତାର ଆଉ ଯୁବକଙ୍କ ମନରେ ବିଜେଡି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ମିଶନରେ

ବ୍ରିଜ ପାଇଁ ବାଧକ କିଏ ?

ସମ୍ବଲପୁରବାସୀଙ୍କ ସୁବିଧାରେ ବାଧକ କିଏ ? କାହିଁକି ସରିପାରୁନି ବହୁ ପ୍ରତୀକ୍ଷିତ ଓଭରବ୍ରିଜ କାମ ? ଦୀର୍ଘଦିନ ଧରି ନିର୍ମାଣାଧୀନ ଏହି ବ୍ରିଜର ଆଉ ଅଳ୍ପ କାମ ବାକି ଥିବା ବେଳେ କାହିଁକି ଶେଷ ହୋଇପାରୁନି ? ବ୍ୟାପୀନିକୁ