THE BYAPINI

ଟିକା ନ ନେଲେ ଦରମା ବନ୍ଦ

ଟିକା ନ ନେଲେ ଦରମା ବନ୍ଦ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏନେଇ ସିଏମସି ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ

‘ଦମ୍ ଅଛି ତ ବିତର୍କ କର’

ରେଳ ବଜେଟରେ ବ୍ୟୟବରାଦ ନେଇ ବିଜୁ ଜନତା ଦଳର ଖୋଲା ଚ୍ୟାଲେଂଜ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ଦମ୍ ଅଛି ତ ଏହା ଉପରେ

ଝରାଫୁଲଙ୍କୁ ହତ୍ୟା?

ବହୁ ଚର୍ଚ୍ଚିତ ଝରାଫୁଲଙ୍କ ମୃତ୍ୟୁ କେମିିତି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ? ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚ କରାଯାଉଥିବା ବେଳେ ସାମନାକୁ ଆସିଛି ନୂଆ ତଥ୍ୟ । ପୂର୍ବରୁ

ମେ’ ୩ରୁ ମାଟ୍ରିକ ପରୀକ୍ଷା

ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ବୋଲଇ ରାଜ୍ୟ ଗଣଶିକ୍ଷା

ଖୁସି ଖବର: କନ୍ଧମାଳରୁ କରୋନା ଗାଏବ

କରୋନା କାଳରେ ଓଡିଶା ପାଇଁ ପୁଣି ଖୁସି ଖବର । ଏଥର ଗ୍ରୀନ ଜୋନ ଖବର ନୁହେଁ ବରଂ ଗୋଟିଏ ଜିଲ୍ଲାରେ କରୋନା କମିଯାଇଛି । ଅନେକ ଦିନର ଲଢେଇ, ସଙ୍ଘର୍ଷ ପରେ ରାଜ୍ୟର ୨ ଜିଲ୍ଲା କରୋନାମୁକ୍ତ ହୋଇଛି । ଅର୍ଥାତ ଉକ୍ତ ଦୁଇ ଜିଲ୍ଲାରେ

ପୁଣି ପାକ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌

ପାନେ ପାଇଲା ସୈତାନ ପାକିସ୍ତାନ । ଘରେ ପଶି ପାକକୁ ବୁଦ୍ଧି ଶିଖାଇଛି ଇରାନ । ପରଘରେ ପଶି ଅହରହ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା । ଆତଙ୍କବାଦକୁ ଉଷୁକାଉଥିବା ପାକିସ୍ତାନକୁ ଆଜି ପାନେ ଦେଇଛି ଇରାନ । ସର୍ଜିକାଲ ଷ୍ଟ୍ରାଇକ କରି

ଝରାଫୁଲ ମୃତ୍ୟୁ : ସ୍କୁଟି ମିଳିଲା, ରହସ୍ୟ ଉପରୁ କେବେ ହଟିବ ପରଦା?

ସ୍କୁଟି ମିଳିଲା, କିନ୍ତୁ ଝରାଫୁଲ ମୃତ୍ୟୁ ସସପେନ୍ସ ଉପରୁ ପରଦା କେବେ ହଟିବ । ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସକୁ ବଡ ସୁରାକ ମିଳିଛି । ଯେଉଁ ସ୍କୁଟିରେ ଝରାଫୁଲକୁ ବସାଇ ରାକେଶ ଓ ତାର ସହଯୋଗୀ ବସାଇ ନେଇଥିଲେ

ମାଗିଥିଲେ ୭୨୦୦ କୋଟି, ମିଳିଲା ୫୫୨୮ କୋଟି ।

ମାଗିଥିଲେ ୭୨୦୦ କୋଟି, ମିଳିଲା ୫୫୨୮ କୋଟି । ଚଳିତ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫୫୨୮ କୋଟି ଟଙ୍କା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାର ରେଳପ୍ରକଳ୍ପ

ଯାତରା ପାଇଁ ଯାତ୍ରା…

କରୋନା କାଳରେ ହେବ କି ଖଣ୍ଡଗିରି ମେଳା ? ଚଳିତ ଫେବୃୟାରୀରେ ପଡୁଛି ମାଘ ସପ୍ତମୀ ମେଳା । ଆଉ ମାଘ ମେଳାର ମୁଖ୍ୟ ଆକର୍ଷଣ ଥାଏ ଖଣ୍ଡଗିରି ଯାତ୍ରା । ପାର୍ଟି ପାର୍ଟି ଲଢେଇ, ଲାଇଟ ସାଉଣ୍ଡ ମ୍ୟଜିକ, ଡ୍ୟାନ୍ସ ଧମାକା, ଲହରିଆ

ଧ୍ୟାନ ଦିଅନ୍ତୁ ମାଟ୍ରିକ ପିଲା…

ବଢିଲା ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି । ୧୦ ଫେବୃୟାରୀ ଯାଏଁ ସମୟ ଅବଧି ବୃଦ୍ଧି ହେଲା । ପୂର୍ବରୁ ୨ ଫେବୃଆରୀ ଯାଏଁ ଥିଲା ଫର୍ମ ପୂରଣ ଅବଧି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦