THE BYAPINI

ଫୋକସରେ ମନ୍ଦିର ବିକାଶ

ମନ୍ଦିରମାଳିନୀ ଓଡିଶାରେ ରହିଛି ଅନେକ ମନ୍ଦିର । ପ୍ରାଚୀନ ମନ୍ଦିରର ପ୍ରାଚୀନ କଳା ପାଇଁ ସାରା ଦେଶରେ ଓଡିଶାର ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ ପ୍ରାଚୀନ ମନ୍ଦିର ଓ ପ୍ରସିଦ୍ଧ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ସରକାର

ଝଲସିଲା କଟକ-ପୁରୀ ବାଇପାସ ରୋଡ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ

ଶେଷ ନିଦ୍ରାରେ ସ୍ୱାମୀ ଓମ ବାବା

ପରପାରିରେ ବିବାଦୀୟ ବାବା ସ୍ୱାମୀ ଓମ । ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗକଲେ ସ୍ୱାମୀ ଓମ୍ ବାବା । ବିଗ୍ ବସ-୧୦ର ବିବାଦୀୟ ପ୍ରତିଯୋଗୀ ଥିବା ସ୍ୱାମୀ ଓମଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ ଓମ । ପ୍ରାୟ

ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର ।

ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ କରୋନା ଟିକା । ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ରାଜ୍ୟର ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ

ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ

ସାରା ରାଜ୍ୟରେ ଏବେ ଶୀତର ୧୪୪, ଥଣ୍ଡାର ଥାର୍ଡ ଡିଗ୍ରୀ। ପ୍ରବଳ ଶୀତ ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ। ସକାଳେ ଶୀତର ଲହରୀ ଅଧିକ ମାତ୍ରାରେ ଅନୁଭୂତ ହେଉଥିବା ବେଳେ ରାତି ହେବା କ୍ଷଣି ଜାଡରେ ଜର୍ଜରିତ ଓଡିଶା। ହାତ ପାଟି କାଲୁଆ

ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ । କରୋନା ପାଇଁ ୧୦ ମାସ ହେବ ବନ୍ଦ ଥିଲା ଅଭ୍ୟର୍ଥନା କକ୍ଷ ।

ଖୋଲିଲା ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ । କରୋନା ପାଇଁ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ୱ ସମୟ ହେବ ବନ୍ଦ ରହିଥିଲା ଅଭ୍ୟର୍ଥନା କକ୍ଷ । ତେବେ ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ । ଏଣିକି

ସୁସ୍ଥ ହେଉଛି ଓଡ଼ିଶା: ହଜାରେ ତଳେ ସଂକ୍ରମଣ ସଂଖ୍ୟା

ଗୋ କରୋନା ଗୋ… ଗ୍ରୀନ ଜୋନରେ ଓଡିଶା କରୋନା ହାରୁଛି, ମଣିଷ ଜିତୁଛି । ଭୂତାଣୁ ଭୟ ଭିତରେ ଓଡିଶା ପାଇଁ ଆସୁଛି ଭଲ ଖବର। ଏବେ ଗ୍ରୀନ ଜୋନରେ ଓଡିଶା। ଆଉ ଏତେ ନାହିଁ ସଂକ୍ରମଣର ଭୟ। ଦିନକୁ ଦିନ କମୁଛି ସଂକ୍ରମିତଙ୍କ

ନବୀନ-ନୀତିନ ଆଲୋଚନା : ଅକଳରେ ପଡିଲେ ଦାସବର୍ମା

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ କୋଷ୍ଟାଲ ହାଇୱେ ଝଟକା । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ପରେ ଏହି ପ୍ରକଳ୍ପ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଓ ଅନୁମତି ଦେବାକୁ ନବୀନ

‘ପୁଅକୁ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବି’

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ରୁ୍ୟ ଉପରୁ ଏଯାଏ ହଟିିନି ପରଦା । ଆଦିତ୍ୟଙ୍କ ମୃତ୍ୟୁକୁ ୭ ମାସ ପୁରିବାକୁ ଯାଉଛି ହେଲେ ଏଯାଏ ହତ୍ୟାକାରୀକୁ ଗିରଫ କରାଯାଇନାହିଁ । ଆଦିତ୍ୟଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ

୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସ୍ବାସ୍ଥ୍ୟ ବିଭାଗର ଚିଠିରେ