THE BYAPINI

କୋଲ୍ଡ ଡ୍ରିଙ୍କସ୍ ପିଉଥିଲେ ସାବଧାନ!

ନାକେଦମ କଲାଣି ନକଲି । ଖାଦ୍ୟ ସାମଗ୍ରୀ ପରେ ଏବେ କୋଲଡଡ୍ରିଙ୍କସ ବି ନକଲି । ଭୁବନେଶ୍ୱର ମେଂଚଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଉପରେ ଚଢାଉ କରିଛି ପୁଲିସ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି । ବିଭିନ୍ନ

ପିପିଲି ପାଇଁ ପ୍ରାର୍ଥୀ ଖୋଜା

ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଖୋଜା । କାହାକୁ ମିଳିବ ଟିକେଟ? ମାଆ ନା ପୁଅ? ପିପିଲି ଓ ଡେଲାଙ୍ଗ ବ୍ଲକର ନେତା ଓ କର୍ମୀଙ୍କୁ ଡାକି ଆଲୋଚନା କରିଛନ୍ତି ପିପିଲି ପାଇଁ ଦଳୀୟ ପର୍ୟ୍ୟବେକ୍ଷକ ପ୍ରତାପ ଦେବ ।

ପାରାଦୀପ-ବଡ଼ବିଲ : ଆଠ ଲେନ୍‌ ରାସ୍ତା

ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ

ଚାଷୀଙ୍କ ପାଇଁ କଂଟାବାଡ଼

ଚାଷୀଙ୍କୁ ଅଟକାଇବାକୁ ଦିଲ୍ଲୀ ପୁଲିସ ସବୁବେଳେ ପହରା ଦେଉଥିବା ବେଳେ ଏଥର ଦିଲ୍ଲୀ, ଉତରପ୍ରଦେଶ, ଗାଜିପୁର ସୀମାରୁ ଆସିଛି ଏକ ଅଭିନବ ଚିତ୍ର । ଦିଲ୍ଲୀକୁ ଏକ ପ୍ରକାର ଅଭେଦ୍ୟ ଦୂର୍ଗରେ ପରିଣତ କରିଛି ଦିଲ୍ଲୀ ପୁଲିସ । ରାସ୍ତା

ରାକେଶ..ରିମାଣ୍ଡ..ରହସ୍ୟ

ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନିଦିନିଆ ରିମାଣ୍ଡରେ ନେଇ ଗୁଡାଇ ତୁଡାଇ ଜେରା କରୁଛି ପୁଲିସ । ଯାଜପୁର ଦିଆଲଖଣ୍ଡି ଅଂଚଳରେ ସ୍କୁଟିରେ ନେଇ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ

ମେ’୪ରୁ ସିବିଏସଇ ପରୀକ୍ଷା

କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଭୟ ମଧ୍ୟ କମୁଛି । ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ରମେଶ ପୋଖରିଆଲ ନିଶଙ୍କ

ବଢିବ କି ତୈଳ ଦର?

ଦେଶରେ ହୁହୁ ହୋଇ ବଢୁଛି ତୈଳ ଦର ବଢୁଥିବା ବେଳେ ଏବେ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ

ରାସ୍ତାରୁ ହଟିବ ପୁରୁଣା ଗାଡି

ରାସ୍ତାରେ ଆଉ ଚାଲିପାରିବନି ପୁରୁଣା ଗାଡି । ୨୦୨୧-୨୨ ଆର୍ଥିକ ବଜେଟ୍‌ରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ବର୍ଷ ପୁରୁଣା

କାଲିଠୁ ମହଙ୍ଗା ହେବ ମଦ

୨୦୨୧-୨୨ କେନ୍ଦ୍ର ବଜେଟରେ ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ସେତିକି ନୁହେଁ, କୃଷି ଭିତ୍ତିଭୂମି ବିକଶିତ କରିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏଥିଲାଗି ବ୍ୟୟବରାଦ ଅଧିକ

‘ଓଡିଶା ଉପରେ ବଜେଟ ବୋଝ’

କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ପରେ ଏହା ହେଉଛି ପ୍ରଥମ ବଜେଟ । ଅନେକ