THE BYAPINI

କ’ଣ ଶସ୍ତା ଓ କ’ଣ ମହଙ୍ଗା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ଅନେକ ସାମଗ୍ରୀ ଉପରୁ ଟିକସ୍ କମିଛି । ଆଉ କିଛି ଉପରେ ଉତ୍ପାଦ ଶୁଳ୍କ ଓ ଅନ୍ୟ ଟିକସ୍ ଲାଗିଛି । । ଅନେକ

ବଜେଟ୍ ହେଡଲାଇନ୍

୨୦୨୧-୨୨ ଆର୍ଥକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କଣ ବଡ ଘୋଷଣା କରିଛନ୍ତି । (୧) ଆୟକର ଛାଡ ସୀମାରେ

ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ସଂଜିବନୀ

କରୋନା ସଙ୍କଟ ଭିତରେ ମୋଦି ସରକାର ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ବିଶ୍ୱ ମହାମାରୀ କରୋନା ଦେଶର ସ୍ୱାସ୍ଥ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି । ଗତବର୍ଷ ମାର୍ଚ୍ଚ,ଏପ୍ରିଲରେ ଲକଡାଉନ,ସଟଡାଉନ ଘୋଷଣା କରି ସରକାର

ଓଡିଆ ଝିଅକୁ ମୋଦିଙ୍କ ପ୍ରଶଂସା

‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ବିନା ତାଲିମରେ ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ । ପୁଣିଥରେ ଚଗଙ ଟ୍ୱିଟର

ପୁଣି ଫେରିଲା ପାଣି ପଲିଟିକ୍ସ

ମହାନଦୀକୁ ନେଇ ପୁଣି ବିବାଦ ଦେଖା ଦେଇଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାର ଚାଲିଥିବାବେଳେ ମହାନଦୀ ଶୁଖିଲା ପଡିଛି । ଗ୍ରୀଷ୍ମ ଋତୁ ଆସିବାକୁ ଆହୁରି ଦୁଇ ମାସ ଅଛି। ଶୀତ ଋତୁ ସରିନାହିଁ। ହେଲେ ଓଡ଼ିଶା ସୀମାରେ

ଗଂଜାମରେ ଲୋମଟାଙ୍କୁରା ଘଟଣା

ଗଂଜାମରେ ଲୋମଟାଙ୍କୁରା ଘଟଣା । ଜଣେ ମଣିଷ କଣ ଏତେ ନୃଶଂସ ହୋଇପାରେ ? ଏତେ ଅମାନବୀୟ, ବର୍ବର ହୋଇପାରେ? ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ । ଆଉ

କଣ ରହିବ ବଜେଟର ରୂପରେଖ ? ଲୋକଙ୍କୁ ମିଳିବ କେତେ ଫାଇଦା?

ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିର୍ମଳା ସୀତରମଣ ସଂସଦରେ ବଜେଟ ଉପସ୍ଥାପନା କରିବେ । ପ୍ରଥମ ଥର

ଅକ୍ଟୋବରରେ ଶିଶୁଙ୍କୁ କରୋନା ଟିକା!

ଦେଶରେ କରୋନା ଟିକାକରଣ ଜୋରସରରେ ଆଗେଇ ଚାଲିଥିବା ବେଳେ ଆସିଛି ଆଉ ଏକ ଭଲ ଖବର । ସିରମ ଇନଷ୍ଟିଚ୍ୟୁଟ୍‌ର ଶୀଘ୍ର କରୋନା ଭ୍ୟାକସିନ ଶିଶୁଙ୍କୁ ମଧ୍ୟ ଦିଆଯିବ। ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆରେ ଋଢଓଗର ଗ୍ରୁପ ଡିରେକ୍ଟର ପିସି

ଫେବ୍ରୁଆରୀରୁ ହାଉସଫୁଲ୍ ସିନେମା ହଲ

ଏଣିକି ହାଉସଫୁଲ ହେବ ସିନେମା ହଲ । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ହଲ । କେନ୍ଦ ସରକାର ଏେଇ ବଡ଼ ଘୋଷଣା କରିଛନ୍ତି । ଫେବ୍ରୁଆରୀ ପହିଲାରୁ ସାରା ଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରତ୍ୟେକ ସିନେମା ହଲ୍ ଖୋଲିପାରିବ

ସେରମ ଆଣୁଛି ଆଉ ଏକ ଟିକା

ଦେଶରେ ଜୋରସୋରରେ ଟିକାକରଣ ଚାଲିଥିବା ବେଳେ ଆସିଛି ଆଉ ଏକ ଭଲ ଖବର । ଭାରତକୁ ଖୁବଶୀଘ୍ର ମିଳିପାରେ ଆଉ ଏକ କୋଭିଡ୍ ଟିକା । କୋଭାକ୍ସିନ୍‌ ଓ କୋଭିସିଲ୍ଡ୍‌ ଟିକା ଦେଶରେ ବ୍ୟବହାର ହେଉଥିବା ବେଳେ ଆଉ ଏକ ଟିକା ଆଣିବାକୁ