THE BYAPINI

ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ

ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚାରିପଟେ ଥିବା ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏସଏସଆଇର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ

କଂଗ୍ରେସରେ ପୁଣି କେଁ

କଂଗ୍ରେସରେ ପୁଣି କେଁ । କିଛି ଦିନର ନୀରବତା ପରେ ପୁଣି ରାଜ୍ୟ କଂଗ୍ରେସରେ ଫେରିଛି ପୁରୁଣା ରୋଗ । ରାଜ୍ୟରେ ପ୍ରଭାରୀ ଚେଲ୍ଲା କୁମାର ଥିବା ବେଳେ ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି

କମୁଛି ସଂକ୍ରମଣ, କୋହଳ ହେଉଛି କଟକଣା

ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଫେବ୍ରୁଆରୀ ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ

ରୁମ୍ ନଂ ୨୦୧…କ’ଣ ଘଟିଥିଲା ସେଦିନ ରାତିରେ?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ସମୟ ଯେତିକି ବଢୁଛି ସନ୍ଦେହ ସେତିକି ଘନୀଭୂତ ହେବାରେ ଲାଗିଛି । ନୂଆ ନୂଆ ଭିଡିଓ ଆସୁଛି, ହେଲେ ମୃତ୍ୟୁ ରହସ୍ୟ ଉପରୁ ପରାଦା ଉଠିପାରୁନି । ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଗିରଫ

ଓଡ଼ିଶାକୁ ୩୨୦ କୋଟି

କେନ୍ଦ୍ର ସରକାରଙ୍କ ବନ୍ୟା ସହାୟତା ଘୋଷଣା । ବନ୍ୟା ପରି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି । ଦେଶର ୫ ଟି ରାଜ୍ୟକୁ ସହାୟତା ରାଶି ଅନୁମୋଦନ ହୋଇଛି ।

ଝରାଫୁଲଙ୍କ ମୃତ୍ୟୁ କାହାଣୀ

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ମୃତଦେହ ମିଳିବାର ତିନି ଦିନ ପରେ ବି ମୃତ୍ୟୁ ଉପରୁ ପରଦା ଉଠାଇବାକୁ ତନାଘନା ଚଳାଇଛି ପୁଲିସ । ପୂର୍ବରୁ ଦୁଇ ଜଣ ଯୁବକ ଝରାଫୁଲକୁ ସ୍କୁଟିରେ

ସାଢେ ୫ଟା ପରେ ଅଫିସ ମନା..

ଅପରାହ୍ନ ସାଢେ ୫ଟା ସୁଦ୍ଧା ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ୫ଟା ୩୦ ପରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ। ପୂର୍ତ୍ତ ବିଭାଗର ମୁଖ୍ୟ କହିଲେ ସରକାରଙ୍କ ନିର୍ଦ୍ଦେଶରେ ନିଆଯାଇଛି

ଦିଲ୍ଲୀରେ ବିସ୍ଫୋରଣ

ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ବିଜୟଚୌକରେ ଧ୍ୱଜାବତରଣ ଚାଲିଥିବାବେଳେ ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି ।

ଝରାଫୁଲ ମର୍ଡର ମିଷ୍ଟ୍ରି

ରମାଦେବୀ କଲେଜର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲୁଛି ମୃତ୍ୟୁ ରହସ୍ୟ । ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରାକେଶ ପୁଲିସ ଦ୍ବାରା ଚାଲାଣ ହେବା

ବିଧାୟକଙ୍କୁ ବାହା ହେବାକୁ ଜିଦ୍..

ବିଧାୟକଙ୍କୁ ବାହା ହେବାକୁ ଜିଦ୍ । ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ବାସଭବନରେ ପଶି ଏମିତି ଦାବି କରିଛନ୍ତି ଜଣେ ଯୁବତୀ। ବିବାହ ନ ସରିବା ପର୍ୟ୍ୟନ୍ତ ଏ ଘରୁ ଯିବିନି ବୋଲି ଦାବି କରିଛନ୍ତି ଯୁବତୀ । ଏନେଇ