THE BYAPINI

ମାଟି ତଳୁ ମନ୍ଦିର

ମାଟି ତଳୁ ଉଦ୍ଧାର ହେଲା ମନ୍ଦିର । ଙ୍ଗରାଜ ମନ୍ଦିର ପରିସରରେ ମାଟି ତଳୁ ଆଉ ଏକ ମନ୍ଦିର ଢାଞ୍ଚା ଦେଖିବାକୁ ମିଳିଛି । ଙ୍ଗରାଜ ମନ୍ଦିର ପରିସରରେ ସୁକଶାରୀ ମନ୍ଦିର ପାଖରୁ ମାଟି ତଳୁ ପଂଚତତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର

୫ ଘଂଟା ବିଳମ୍ବରେ ସୁନାବେଶ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ । ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ । ପୌଷ ପୂର୍ଣ୍ଣିମାରେ ପ୍ରତିବର୍ଷ ପରି ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ। କିନ୍ତୁ ସେବା ବିଳମ୍ବ

ଝରାଫୁଲକୁ ମାରିଲା କିଏ?

ରହସ୍ୟ ଘେରରେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ଝରାଫୁଲଙ୍କ ମୃତ୍ୟୁ କେମିତି ହଲା? ଯାଜପୁରକୁ ତାଙ୍କ ମୃତଦେହ କେମିତି ଆସିଲା ? ତାଙ୍କୁ ହତ୍ୟା କରାଯାଇଛି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ?

ହିଂସାକାଣ୍ଡ ପରେ ବଢିଲା ଚାପ..ତୁରନ୍ତ ସୀମା ଖାଲିକର..

ଟ୍ରାକ୍ଟର ପରେଡରେ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ

ମହାରଥୀଙ୍କ ଉତ୍ତରାଧିକାରୀ କିଏ: ମାଆ ନା ପୁଅ?

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ? କିଏ ହେବ ମହାରଥୀଙ୍କ ଉତରାଧିକାରୀ ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପରୋକ୍ଷରେ ନିର୍ବାଚନ ଲଢିବାକୁ ଆଶାୟୀ

ବିଫଳ ଭିଜିଲାନସର ଦୁଇ କାହାଣୀ !

ବିଲ୍ ପାଶ କରିଦେବା ପାଇଁ ଲକ୍ଷେ ଟଙ୍କା ଲାଂଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ଘରେ ରେଡ୍ ହେଲା, ବ୍ୟାଙ୍କ ଆକାଉଂଟ ଯାଂଚ କରାଗଲା । ଭିଜିଲାନସ ବିଭାଗ ପକ୍ଷରୁ ତଥ୍ୟ ଦେଇ କୁହାଗଲା, ୨୦୧୨ରୁ

ଫେବ୍ରୁଆରୀ ମାସ ପାଇଁ ନୂଆ ନିୟମ

ଫେବୃଆରୀ ମାସ ପାଇଁ ଆସିଲା ନୂଆ ଗାଇଡ଼ଲାଇନ । ଫେବୃଆରୀ ମାସ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ । ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର୍ୟ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର୍ୟ୍ୟନ୍ତ ବଳବତ୍ତର ରହିବ।

ସିସିଟିଭିରୁ ଧରାପଡିବ ସତ!

ଯାଜପୁରରେ ରାସ୍ତା କଡ଼ରୁ ମିଳିଲା ମୟୁରଭଂଜ ଯୁବତୀଙ୍କ ମୃତଦେହ । ଯୁବତୀ ଜଣକ ଭୁବନେଶ୍ୱରରେ ରମାଦେବୀ କଲେଜରେ ଯୁକ୍ତ ୩ରେ ପାଠପଢୁଥିବା ଜଣାପଡିଛି ।ଭୁବନେଶ୍ୱରରୁ ଯଶୀପୁର ଯାଉଥିବା ବେଳେ ବାଣୀବିହାରରେ ଓହ୍ଲାଇ ପଡିଥିଲେ ଯୁବତୀ

ଆଶ୍ୱସ୍ତି ଆଣିବ ‘ପରୀକ୍ଷା ଦର୍ପଣ’

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୪ଟି ଜିଲ୍ଲାକୁ ୫୦ ହଜାର

କୃଷକ ଆନ୍ଦୋଳନରେ ଫାଟ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡ ପରେ କୃଷକ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। କୃଷକ ନେତା ଭାନୁପ୍ରତାପ ସିଂହ ଏବଂ ବିଏମ୍ ସିଂହ ଆନ୍ଦୋଳନରୁ ଓହରିଛନ୍ତି । ଏହି ଦୁଇ ନେତାଙ୍କ ନେତୃତ୍ୱରେ