THE BYAPINI

ମନ୍ତ୍ରୀଙ୍କ ଡେଡଲାଇନ୍

ମଣ୍ଡିରୁ ଧାନ ଉଠାଇବା ନେଇ ୭୨ ଘଂଟାର ଡେଡଲାଇନ ପରେ ଆଗାମୀ ରଣନୀତି ସ୍ଥିର କରିଛି ବିଜେପି । ଆସନ୍ତା ୨୯ ତାରିଖରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଓ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ

ମନ୍ତ୍ରୀଙ୍କୁ ଜଣାଥିଲା ଯୌନ ଶୋଷଣର କଥା!

ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ନିର୍ଯାତନା । ଏଭଳି ସାଂଘାତିକ ଅଭିଯୋଗ ଆସିି ଖୋଦ ରାଜଧାନୀରୁ । ଦେଢ ମାସ ହେବ ଅଭିଯୋଗ ହୋଇଥିଲେ ବି ଏଯାଏ ସମେସ୍ତ ଚୁପ । ସେପଟେ ଏନେଇ ପୂର୍ବରୁ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ

ବଡ଼ଦାଣ୍ଡରେ ଭାରି ଭିଡ଼

ସୋମବାର ଏତେ ସଂଖ୍ୟକ ଭିଡ଼ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କରୋନା ବେଳେ ଏଭଳି ଭିଡ଼ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ଥିଲା । ଆଉ ସୋମବାର ମନ୍ଦିର ଖୋଲିବା ପରେ

+୨ ପ୍ରଶ୍ନପତ୍ରରେ ପରିବର୍ତ୍ତନ

ବଦଳିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନୋପତ୍ର । ମହାମାରୀ କୋଭିଡ ପାଇଁ ପ୍ରଶ୍ନପତ୍ର ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ନୂଆ ଢାଂଚାରେ ପ୍ରଶ୍ନପତ୍ର ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।

ବିଜେଡିରେ ଚର୍ଚ୍ଚା – ଖବରକାଗଜ ଆଉ ଟିଭିକୁ ଜଗୁନାହାନ୍ତି କି ସୈାମ୍ୟ?

ନିଜ ରାଜନୈତିକ ପ୍ରତିଷ୍ଠା ଏବଂ ଭାବମୁର୍ତ୍ତି ତଥା ଦୀର୍ଘ ଦିନର ସାମ୍ବାଦିକତା ଜୀବନର ପୁଂଜିକୁ ଯେତେବେଳେ ପଛକୁ ଠେଲି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା ସୈାମ୍ୟରଂଜନ ପଟ୍ଟନାୟକ ସେତେବେଳେ ସେ

ବାବୁ କରିବେ ସ୍କୁଲର ବିକାଶ

ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ମୋ ସ୍କୁଲ ଅଭିଯାନରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଅନେକ ଅଫିସର ନିଜକୁ ସାମିଲ କରିଛନ୍ତି । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ

ଟିକାକରଣରେ ଓଡ଼ିଶା ଆଗୁଆ

କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ । ଏଯାଏ ରାଜ୍ୟରେ ଦେଢ଼ ‌ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ରାଜ୍ୟ ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର

ବୋତଲ ପାଣି ବିଷ!

ରାଜ୍ୟରେ ଏବେ ପ୍ରତିଦିନ ନକଲି କାରଖାନା ଉପରେ ଚଢାଉ ଚାଲିଛି । ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହୋଇଛି ନକଲି ପାଣି କାରଖାନା । ଅସଲି ବ୍ରାଣ୍ଡ ନାଁ ଥିବା ବୋତଲରେ ପାଣି ପୁରାଇ ବଜାରକୁ ଛଡାଯାଉଛି । ବ୍ରହ୍ମପୁର ବଡ ବଜାର

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍ । ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ତୈଳ ଦର । ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି। ଲଗାତାର ତେଲଦର

ଟ୍ରାକ୍ଟର ଗଡ଼ିବ, ଟେନସନ ବଢିବ!

ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ସବୁଠୁ ବଡ଼ ସମସ୍ୟା ହୋଇପାରେ କୃଷକଙ୍କ ଟ୍ରାକ୍ଟର ରାଲି । ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲି ପାଇଁ ସର୍ତମୂଳକ ମଂଜୁରୀ ଦେଇଛି । ଏପଟେ କୃଷି ମନ୍ତ୍ରୀ ନରେନ୍ଦ୍ର