THE BYAPINI

ପ୍ରଥମ ଦିନରେ ବାଇଡେନଙ୍କ ଆକ୍ସନ

ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ କାର୍ୟ୍ୟଭାର ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭାବେ କାର୍ୟ୍ୟଭାର ସମ୍ଭାଳିବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିଚାଲିଛନ୍ତି ଜୋ

କିମିଆ କରିବ କୋଣାର୍କ କୀର୍ତ୍ତି

ପୁରୀ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ କୋଣାର୍କ । କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଅନ୍ତର୍ଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ

ରାଜ୍ୟରେ ରେକର୍ଡ ଟିକାକରଣ

ରାଜ୍ୟରେ ରେକର୍ଡ ଟିକାକରଣ । ଗୁରୁବାର ରାଜ୍ୟରେ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ୩୭ ହଜାର ୭୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୪୩୬ଟି କେନ୍ଦ୍ରରେ ୪୪ ହଜାର ୮୮୦ ଜଣଙ୍କୁ ଟିକା ଦିଆଯାଇଛି । ଅତିରିକ୍ତ

ମୋଦି,ମୁଖ୍ୟମନ୍ତ୍ରୀ ନେବେ ଟିକା!

ଦେଶରେ ଏବେ ଜୋରସୋରରେ ଚାଲିଛି ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ । ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ।

ଟିକା କାରଖାନାରେ ନିଆଁ

କରୋନା ଟିକା ଉପରେ ସାରା ଦେଶର ନଜର ଥିବା ବେଳେ କୋଭିସିଲ୍ଡ ପ୍ରସ୍ତୁତ କରୁଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟରେ ନିଆଁ । ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ବରଣ କରିଥିବା

କୁଆଡେ ଗଲେ ଗର୍ଜୁଥିବା ସାମ୍ବାଦିକ?

ପରୀ ମାମଲାରେ ଗର୍ଜୁଥିବା ସାମ୍ବାଦିକ ଚୁପ୍ କାହିଁକି? ସରକାରଙ୍କୁ ପ୍ରଶ୍ନ କରୁଥିଲେ, ଏସଆଇଟି ମୁଖ୍ୟଙ୍କ ପ୍ରତି ଅଙ୍ଗୁଳି ଉଠାଉଥିଲେ, ଅରୁଣ ସାହୁଙ୍କୁ ଅଙ୍ଗ ତସ୍କରୀ ପଛର ମାଷ୍ଟରମାଇଣ୍ଡ ବୋଲି କହୁଥିଲେ, ଜଣକୁ ବଂଚାଇବା ପାଇଁ

ମହାରଥୀଙ୍କ ପରିବାରକୁ ଅଲଟିମେଟମ୍ !

ଦିନ ଥିଲା ପିପିଲି ରାଜନୀତିରେ ପ୍ରଦୀପ ମହାରଥୀଙ୍କୁ ଛାଦିଦେଲେ ଆଉ କାହା ନାଁ ସାମ୍ନାକୁ ଆସୁନଥିଲା । ପୁରା ନିର୍ବାଚନ ମଣ୍ଡଳୀକୁ ନିଜ ହାତମୁଠାରେ ରଖିଥିଲେ ଏହି ଦିବଂଗତ ନେତା । ହେଲେ ତାଙ୍କ ଦେହାନ୍ତ ପରେ ପିପିଲି ନିର୍ବାଚନ

କୋହଳ ହେବ ତ ସ୍କୁଲ ଫି?

କୋହଳ ହେବ ସ୍କୁଲ ଫି ।ସମସ୍ତ ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ

ଚାଉଳ ପାଇଁ ଚିଠି

ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଧାନ ସଂଗ୍ରହ ଓ

ଏବେ ନନେଲେ ପରେ ନାହିଁ

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରାନା ଟିକା ପହଚିଂଛି । କରୋନା ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ନେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ ଟିକାକରଣ ପାଇଁ ଏବେ ମନା କରିଦେଉଛନ୍ତି