THE BYAPINI

ଏୟାରକାଫ୍ଟ ଦୁର୍ଘଟଣା: ୨ ପାଇଲଟ ମୃତ

ହାଇଦ୍ରାବାଦ : ସୋମବାର ତେଲଙ୍ଗାନାରେ ଏକ ବାୟୁସେନା  ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା

ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ: ମନମୋହନ

ଭୁବନେଶ୍ବର: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି

ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ: ସଂସଦରେ ନିର୍ବାଚନ ପରାଜୟ ରାଗ ଉଦ୍‌ଗାରନ୍ତୁ ନାହିଁ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ପରାସ୍ତଜନିତ ରାଗ ଉଦ୍‌ଗାରିବା ପରିବର୍ତ୍ତେ ସଂସଦରେ ବିଭିନ୍ନ ଆଲୋଚନାରେ ଭାଗ ନେବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ପରାମର୍ଶ

ରାଜସ୍ଥାନରେ ବି ଚାଲିବ ବୁଲଡୋଜର: ବାଲକନାଥ

ନୂଆଦିଲ୍ଲୀ : ରାଜସ୍ଥାନରେ ଭାଜପାର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ତାଲିକାରେ ଅନେକ ଚେହେରା ଅଛନ୍ତି। ବାବା ବାଲକନାଥଙ୍କ ନାମ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ବିବେଚନା

ବାତ୍ୟା: ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ମିଗଜାଉଁ। ସୋମବାର ଅପରାହ୍ନ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ମଙ୍ଗଳବାର ପୂର୍ବାହ୍ନ ବେଳକୁ ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ

ଅଷ୍ଟ୍ରେଲିଆକୁ ହରାଇ ୪ -୧ ରେ ସିରିଜ କବଜା କଲା ଭାରତ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌‌ ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌‌ରେ ଆଜି ଖେଳାଯାଇଥିଲା। ଆଜିର ମ୍ୟାଚର ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ

ବାତ୍ୟା: ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ବଦଳିଯାଇଛି। ରବିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସୋମବାର ଏହି

ଦଳିଦେଲା ଦନ୍ତା, ୨ ଚାଷୀ ମୃତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଦନ୍ତାହାତୀର ପାଦ ତଳେ ଦୁଇ ଜଣ ଚାଷୀଙ୍କ ଜୀବନ ଯାଇଛି । ମୃତକ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି

୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ପୁରୀ : ସୋମବାର ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ପଇତା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଏହା ଗୁପ୍ତ ନୀତି

ସନ୍ଧ୍ୟାରେ ଗ୍ରାଣ୍ଡ ସେଲିବ୍ରେସନ, ସାମିଲ ହେବେ ମୋଦି

ନୂଆଦିଲ୍ଲୀ: ତିନି ରାଜ୍ୟରେ ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି ବିଜେପି ।ତିନି ରାଜ୍ୟରେ ଆସିଛି ମୋଦି ସୁନାମୀ । ଏହି ମହାବିଜୟକୁ ଆହୁରି ସ୍ମରଣୀ କରିବାକୁ ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ