THE BYAPINI

ଟିକାକରଣ ପାଇଁ ପ୍ରସ୍ତୁତ ଭାରତ

ଅପେକ୍ଷାର ଅନ୍ତ । କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ । ଏଥିପାଇଁ

ବୈଠକ ପରେ ବୈଠକ..ବାହାରୁନି ବାଟ

ବୈଠକ ପରେ ବୈଠକ ବସୁଛି । ହେଲେ ସମାଧାନ ବାହାରିପାରୁନାହିଁ । କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ନବମ ତର ପାଇଁ ବସିଥିବା ବୈଠକରୁ ମଧ୍ୟ କିଛି ନିର୍ଯ୍ୟାସା ବାହାରିପାରିନାହିଁ । ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ

ସାବଧାନ! ହସ୍ପିଟାଲରେ ବୁଲୁଛି କିଡନୀ ଦଲାଲ

ସାବଧାନ! ହସ୍ପିଟାଲରେ ବୁଲୁଛନ୍ତି କିଡନୀ ଦଲାଲ । କିଡନୀ ଦେବା ନାଁରେ ଠକେଇ ମାମଲାରେ ଅଭିଯୁକ୍ତ ହିମାଂଶୁ ନନ୍ଦ ଗିରଫ ପରେ ମାଳମାଳ ମାମଲା ସାମନାକୁ ଆସିଛି । ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା ।କିଡନ

ଜୀବନ ପ୍ରଦୀପଙ୍କ ଘର ବାହୁଡା

ପୁଣି ପଦ୍ମ ଧରିଲେ ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ଜୀବନ ପ୍ରଦୀପ ଦାସ । ବାଲେଶ୍ବର ସହରର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ଯୋଗଦେଇଛନ୍ତି

କରୋନା ଟିକା ନେବୁନି,ହେଲେ ଟିକା ଦେବୁ

ଟିକା ନିଜେ ନେବୁନି ହେଲେ ଟିକା ଦେବୁ । ଦିନକ ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଏଭଳି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମିଳିତ ମହାସଂଘ । କ୍ୟାଡର ପୁର୍ନଗଠନ ଓ ପଦବୀ

ଛୋଟ ପିଲା ନେଇପାରିବେ କି ଟିକା?

ଜାନୁଆରୀ ୧୬ ଅର୍ଥାତ ଶନିବାରଠୁ ଦେଶରେ ସମୂହ ଟିକାକରଣ ଆରମ୍ଭ ହେଉଛି । ତେବେ ଟିକା କେତେ ବୟସର ପିଲା ନେଇପାରିବେ ? ଛୋଟ ପିଲା ଏହି ଟିକା ନେଇପାରିବେ କି? ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ କୋଭାକ୍ସିନ ଟିକା ଆଣିଥିବା ଭାରତ

ପ୍ରଥମ ଦିନରେ ୩ଲକ୍ଷଙ୍କୁ ଟିକା

ଜାନୁଆରୀ ୧୬ରେ ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘କୋଭିଡ୍‌ ଟିକାକରଣ ଅଭିଯାନ’ର ଶୁଭାରମ୍ଭ କରିବେ । ୧୬ରେ ପ୍ରଥମ ଦିନ ଦିଆଯିବ ୩ଲକ୍ଷ ଲୋକଙ୍କୁ ଟିକା । ନିତି ଆୟୋଗ ଯୋଜନା କମିଟିର

ଭୋକର ଭୂଗୋଳ ରାଜ୍ୟର ଭାତହାଣ୍ଡି

ବିକାଶ ପଥେ କଳାହାଣ୍ଡି । ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମଓଡିଶା । କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି

ନକଲି ପଛର ଅସଲି ସତ !

ନକଲି କଥା ଉଠିଲେ ଏବେ ସାମ୍ନାକୁ ଆସୁଛି ଦ୍ୱୈତ ନଗରୀ କଥା । ପ୍ରଥମେ ସିଲଭର ସିଟି ଏବେ ସ୍ମାର୍ଟସିଟି । ରାଜ୍ୟର ବିଭିନ୍ନ ସ୍ଥାନ ନକଲି ସାମଗ୍ରୀର କାରବାର ଚାଲିଥିବା ବେଳେ ଓଡିଶା ପାଲଟିଛି ନକଲିର ହବ । ସାରା ରାଜ୍ୟକୁ ଏହି କଳା

ଧର୍ମେନ୍ଦ୍ର ମାହାଙ୍ଗା ବନାମ ବୈଜୟନ୍ତଙ୍କ ମାହାଙ୍ଗା!

ଯାହା ଅନୁମାନ କରାଯାଇଥିଲା, ଠିକ ସେଭଳି ସ୍ଥିତି ସାମ୍ନାକୁ ଆସିଛି । ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଖୋଲା ମୈଦାନରେ । ଆଗରୁ ସବୁ ଚର୍ଚ୍ଚାରେ ଥିଲା, ହେଲେ ଏବେ ସମସ୍ତଙ୍କ ସାମ୍ନାରେ ଘଟଣା