THE BYAPINI

ଏଣିକି ବାଜିବ ଡିଜେ..ଜମିବ ପ୍ରସେସନ୍

କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆସିଥିବା ବେଳେ କରୋନା ଟିକା ମଧ୍ୟ ଆସି ରାଜ୍ୟରେ ପହଚିଂସାରିଛି । ଏହାରି ମଧ୍ୟରେ ରାଜ୍ୟ ସରକାର କୋଭିଡ କଟକଣାକୁ କିଛି କୋହଳ କରିଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

କୋଭାକ୍ସିନ ଟିକାର ଦର କେତେ?

କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ୟ୍ୟ କରାଯିବ ପରେ ଆଜି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ରୟ ମୂଲ୍ୟ ଧାର୍ୟ୍ୟ କରାଯାଇଛି। କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୦୦ଟଙ୍କା ରହିଥିବା ବେଳେ

କେଉଁ ଜିଲ୍ଲାକୁ କେତେ ଟିକା?

ଓଡିଶାରେ ଆସି କରୋନା ଭ୍ୟାକସିନ ପହଚିଂବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକା ରାଜ୍ୟ ଔଷଧ ନିଗମରେ

ଫି’ ଦେବେନି ପରୀକ୍ଷା ଦେବେ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ମାଟ୍ରିକ୍ ପରୀକ୍ଷା ଫି’ ଛାଡ଼ କଲେ ରାଜ୍ୟ ସରକାର । ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ

ମୋଦି ସରକାରଙ୍କୁ ‘ସୁପ୍ରିମ୍’ ଝଟକା

ମୋଦି ସରକାରଙ୍କୁ ଝଟକା । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଜାରି ରହିଥିବା ଆନ୍ଦୋଳନରେ ଚାଷୀଙ୍କୁ ଆଶ୍ବସ୍ତି ମିଳିଛି । କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । କୃଷି ଆଇନ ଓ କୃଷକ ଆନ୍ଦୋଳନ ଉପରେ

ଓଡିଶାରେ କରୋନା ଟିକା

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି । ଏୟାରପୋର୍ଟରେ

ଇତିହାସ ରଚିଲେ ମହିଳା ପାଇଲଟ୍

ଇତିହାସ ରଚିଲେ ୪ ମହିଳା ପାଇଲଟ୍ । ବିଶ୍ବର ଅନ୍ୟତମ ଦୀର୍ଘ ବାୟୁପଥରେ ଉଡାଣ କରି ଏୟାର ଇଣ୍ଡିଆର ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ ଗତ ରବିବାର ରାତି ସାଢେ ୮ଟାରେ ଅବତରଣ କରିଛି । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି

ବାପା ହେଲେ ବିରାଟ

ବାପା ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି

କେତେ ନିରାପଦ କୋଭିଡ ଟିକା?

ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ତେବେ ଟିକାକରଣ ପୂର୍ବରୁ କରୋନା ଭ୍ୟାକସିନ କେତେ ନିରାପଦ ଓ ଫଳପ୍ରଦ ସେ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗଂଜାମ ଶବର ଭୁବନେଶ୍ୱର ଲିଙ୍କ୍

ଭୁବନେଶ୍ୱରରେ ମାରି ଗଂଜାମରେ ଫୋପାଡିଦେଲେ ମୃତଦେହ । ଏଭଳି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଗଂଜାମ ପୁଲିସ । ଭୁବନେଶ୍ୱର ଭରତପୁରରେ ଏକ ଯୁବତୀଙ୍କ ହତ୍ୟା କରାଯାଇଥିଲା । ଆଉ ଦୋଷ ଲୁଚାଇବାକୁ ଗଂଜାମରେ ଫିଙ୍ଗାଯାଇଥିଲା