THE BYAPINI

କାଲିଠୁ ଖୋଲିବ ସ୍କୁଲ

ଆସନ୍ତାକାଲିଠୁ ଖୋଲିବ ସ୍କୁଲ । ୯ ମାସ ପରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ ଏବଂ କଲେଜ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା । ସ୍କୁଲ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ

କୋଭିଡ କଟକଣାରେ ‘ଗଣତନ୍ତ୍ର ଦିବସ’

କୋଭିଡ୍ କଟକଣା ମାନି ପାଳନ ହେବ ଗଣତନ୍ତ୍ର ଦିବସ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ସମ୍ମାନୀତ

ମାହାଙ୍ଗା ପ୍ରଶ୍ନର ମହଙ୍ଗା ଜବାବ

ମାହାଙ୍ଗା ଡବଲ ମର୍ଡରକୁ ନେଇ ରାଜନୀତି ସରୁନି । ମାହାଙ୍ଗାର ନୃତାଙ୍ଗ ଗାଁକୁ ଯାଇ ମୃତ କୁଳମଣି ବରାଳଙ୍କ ପରିବାରବର୍ଗକୁ ଭେଟିଛନ୍ତି ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ପରିବାର ଲୋକଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି

ନେତା, ମନ୍ତ୍ରୀ ନେବେ କି ଟିକା?

ଆଉ ଦିନ କେଇଟା ପରେ ଓଡିଶାକୁ ଟିକା ଆସିବ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଚିଂଛି । ୧୦ରୁ ୧୨ ଦିନ ଭିତରେ ଟିକାକରଣ ଆରମ୍ଭ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ହେଲେ ଟିକା ଆସିଲେ ନେତା ଓ

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ । ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ନବୀନ ନିବାସକୁ ଏକ ବେନାମୀ ଚିଠି ଆସି ପହଚିଂଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିବା ଉଲ୍ଲେଖ ରହିଛି । ଏହା

ଟ୍ରମ୍ପଙ୍କ ରକ୍ତାକ୍ତ ଯୁଗର ଅବସାନ

ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । ଆମେରିକାର ଚଳିତ ନିର୍ବାଚନ ଆମେରିକାର ଗଣତାନ୍ତ୍ରିକ ଇତିହାସରେ ଏକ ଅପକ୍ଷତିର କଳାଦାଗ ଲଗାଇଦେଇଛି । ଟ୍ରମ୍ପ ଶେଷ ପର୍ଯ୍ୟନ୍ତ ନିଜ ପରାଜୟକୁ

ଆଉ ଏକ ସ୍ୱପ୍ନ ବିକିଲା ବିଜେପି?

୨୦୧୯ରେ ମିଶନ ୧୨୦ ନାରା ଦେଇ ବିଜେପି ନେତା ସାରା ରାଜ୍ୟରେ ଏମିତି ପ୍ରଚାର କଲେ ଯେ ଦଳ ମାତ୍ର ୨୩ ଆସନରେ ଜିତିବାକୁ ସକ୍ଷମ ହେଲା । ହେଲେ ଦଳୀୟ ନେତା ପ୍ରଚାର କଲେ ଯେ ଦଳର ଭୋଟ ପ୍ରତିଶତ ଆଉ ସିଟ ସଂଖ୍ୟା ଉଭୟ ବଢିଲା । ୨୦୧୯ରେ

୬୪୦୦ କୋଟି ନିବେଶ, ୩୬୬୭ ନିଯୁକ୍ତି

ରାଜ୍ୟ ସରକାର ପ୍ରାୟ ୬୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ୫୩୫୮ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଥିବାବେଳେ ରାଜ୍ୟ ସ୍ତରୀୟ ସିଙ୍ଗଲ

ଟୀକା ଆସୁଛି, ହେଲେ ସାବଧାନ ରୁହ !

ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ । କହିଛନ୍ତି, ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ କି?

ବିଜେପି ଅନ୍ୟ ପାଇଁ ଯେଉଁ ଗାତ ଖୋଳୁଥିଲା ସେଥିରେ ସେମାନେ ନିଜେ ପଡିଯିବେ ଏକଥା ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ପୋଲ ଭୁଶୁଡିଲେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଠାରୁ ଆରମ୍ଭ କରି ହତ୍ୟା ଘଟଣାରେ ସଂପୃକ୍ତି ଥିବା କୈାଣସି ତଥ୍ୟ