THE BYAPINI

ମାହାଙ୍ଗାରେ ଘଟଣା, ରାଜଧାନୀରେ ରାଜନୀତି

ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ବିଜେପି ପୁଣି ଥରେ ଆଟାକିଙ୍ଗ ମୁଡରେ ନଜର ଆସିଛି । ଏହାକୁ ରାଜନୈତିକ ହତ୍ୟାକାଣ୍ଡର ଟ୍ୟାଗ୍ ଦେଇ ବିଜେପି ଶାସକ ବିଜେଡି ଖାସକରି ମନ୍ତ୍ରୀ ପ୍ରତାପ

ବଡ଼ଦାଣ୍ଡରୁ ଫେରୁଛି ଭକ୍ତ

୯ ମାସ ପରେ ମନ୍ଦିର ଖୋଲିଛି । ଜଗାକୁ ଦେଖିବାକୁ କାହିଁ କେଉଁଠୁ ଭକ୍ତ ଧାଇଁ ଆସୁଛି । ହେଲେ ଜଗାକୁ ଦେଖିନପାରି ବଡ଼ଦାଣ୍ଡରୁ ନିରାଶ ହୋଇ ଫେରୁଛି ଭକ୍ତ । ହେଲେ ଏବେ ବି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କରୋନା ବାଡ଼ ସାଜିଛି । କୋଭିଡ

ଦୁର୍ନୀତିଗ୍ରସ୍ତଙ୍କୁ ତ୍ରାହି ନାହିଁ

ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି.,

ଅପେକ୍ଷାର ଅନ୍ତ…ଦଶ ଦିନରେ ଟିକାକରଣ

କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାରଯାଇଥିବା ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତି

ମାହାଙ୍ଗା ମର୍ଡର: କ୍ରାଇମ୍ ସିନ୍ ରି-କ୍ରିଏସନ

ସାରା ରାଜ୍ୟର ନଜରରେ ଥିବା ମହାଙ୍ଗାର ଡବଲ୍ ମର୍ଡର ଘଟଣା କେମିତି ଘଟିଥିଲା, କେଉଁ ସବୁ ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ କିଭଳି ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୂପ ଦିଆଯାଇଥିଲା?ଏହି ସବୁ ପ୍ରଶ୍ନର ଉତର ଖୋଜିିବା ପାଇଁ ଅଭିଯୁକ୍ତଙ୍କୁ

ଏସ୍ଆଇଟିକୁ ଝଟକା..

ସାରା ରାଜ୍ୟକୁ ଯେଉଁ ଘଟଣା ଦୋହଲାଇଦେଇଥିଲା ଏବଂ ଯାହାକୁ ନେଇ ଓଡିଶା ରଜାନୀତିରେ ହଲଚଲ ଆସିଥିଲା, ବହୁ ଚର୍ଚ୍ଚିତ ଯଦୁପୁର ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ନାବାଳକ ବୋଲି ଜଣାପଡ଼ିଛି । ସରୋଜକୁ ନାବାଳକ

ବିଜେପି ଦାବି କରୁ – ଭୃଗୁ, ଗୋଲକଙ୍କୁ ଗିରଫ କର !

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କର । ଗତ ଦୁଇ ଦିନ ହେବ ଏଭଳି ନାରା ଦେଇ ଆସୁଛି ବିଜେପି । ମାହାଙ୍ଗା ଡବଲ ମର୍ଡର କେସକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା ବିଜେପି ଏହି ହତ୍ୟାକାଣ୍ଡ ପଛରେ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା

‘ଓଟିଭି’ରେ ହୋଇପାରେ ବ୍ୟାପକ ପରିବର୍ତ୍ତନ !

ରାଜ୍ୟର ୧ ନମ୍ବର ଚ୍ୟାନେଲ ତଥା ଲୋକଙ୍କ ଭରସାର ପ୍ରତୀକ ଓଟିଭିର ନ୍ୟୁଜ ମ୍ୟାନେଜମେଂଟରେ ବ୍ୟାପକ ପରିବର୍ତ୍ତନ ହୋଇପାରେ ସବୋଲି ସୁଚନା ମିଳୁଛି । ମିଡିଆ ସର୍କଲରେ ଚର୍ଚ୍ଚା ଅନୁସାରେ ଶୀର୍ଷ ସ୍ତରରେ କାର୍ଯ୍ୟ କରୁଥିବା କିଛି

ମାହାଙ୍ଗା ମର୍ଡର, ଅଭିଯୁକ୍ତ ଅଟକ !

ପ୍ରତିଶ୍ରୁତି ଅନୁଯାୟୀ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇଛି ପୋଲିସ । ବହୁଚର୍ଚ୍ଚିତ ମାହାଙ୍ଗା ହତ୍ୟାକାଣ୍ତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅଟକ

‘ନାକରେ ଦିଆଯିବ କରୋନା ଟିକା’

ନାକରେ ଦିଆଯିବା କରୋନା ଟିକା । କୋଭାକ୍ସିନ୍ ପରେ ନାକରେ ଦିଆଯିବା କରୋନା ଟୀକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ । ଭାରତ ବାୟୋଟେକ୍ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ