THE BYAPINI

ପଶ୍ଚିମବଙ୍ଗ ରାସ୍ତାରେ ଓଡିଶା !

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ ହତ୍ୟାକାଣ୍ଡ । ହତ୍ୟାର ଶୀକାର ହୋଇଛନ୍ତି ମାହାଙ୍ଗା ବ୍ଲକର ପୁର୍ବତନ ଅଧ୍ୟକ୍ଷ କୁଳମଣି ବରାଳ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଦଶମ, ଦ୍ୱାଦଶ ପାଇଁ…ଶହେ ଦିନିଆ ସ୍କୁଲ

ଜାନୁଆରୀ ୮ ତାରିଖରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ରାଜ୍ୟରେ ସ୍କୁଲ ଖୋଲିବ । ଏପ୍ରିଲ ୨୬ ତାରିଖ ପର‌୍ୟ୍ୟନ୍ତ ପାଠ ପଢ଼ା ଚାଲିବ । ତେବେ ଗତ ୯ ମାସ ହେବ କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବାରୁ ୧୦୦ ଦିନ ପର‌୍ୟ୍ୟନ୍ତ ପାଠ

କୋଭିସିଲ୍ଡ ପରେ କୋଭାକ୍ସିନ

କରୋନା ଟିକାକୁ ନେଇ ଭଲ ଖବର । କୋଭିସିଲ୍ଡ ପରେ ଏବେ ଦେଶରେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ମାନବୀୟ ବ୍ୟବହାର ପାଇଁ ଅନୁମତି ମିଳିଛି । ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ପରୀକ୍ଷଣ ଚାଲିଛି। ଆଉ

ନିୟମ ମାନ, ସ୍କୁଲ ଚାଲ

୯ ମାସ ପରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ

ମେ’୩ ରୁ ମାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ୧୫ ମେ’

ଡିଜିଟାଲ ମିଡିଆରେ ଗାଏବ ଶାନ୍ତିଭୁଷଣ ମିଶ୍ର?

ଶାନ୍ତିଭୁଷଣ ମିଶ୍ର । ଓଡିଆ ସାମ୍ବାଦିକତା ଜଗତର ଚିହ୍ନାଜଣା ନାଁ । ଘରେ ଘରେ ବେଶ ପରିଚିତ ଥିବା ବ୍ୟକ୍ତିତ୍ୱ ହଠାତ୍ ସାମ୍ବାଦିକତା ଜଗତରେ କୁଆଡେ ଉଭାନ ହୋଇଗଲେ ବୋଲି ଗଳିକନ୍ଦିରେ ଚର୍ଚ୍ଚା । ବାସ୍ତବତା ଯଦିଓ କିଛିଟା ଅଲଗା,

ଗପ କହିଲେ, ପଦୋନ୍ନତି ପାଇଲେ : ଲେଖାଶ୍ରୀ

ପରୀ ପ୍ରସଙ୍ଗରେ ଏସଆଇଟି ତଦନ୍ତ ମୁଖ୍ୟ ଅରୁଣ ବୋଥ୍ରା ବିଜେପି ଟାର୍ଗେଟରୁ ବାଦ୍ ପଡିନାହାନ୍ତି । ପ୍ରଥମେ ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ସେ ଉଦ୍ୟମ କରିଥିବା ବିଜେପି ଅଭିଯୋଗ ଆଣିଥିଲା, ଆଉ ଏବେ ସିଧାସିଧା କହିଛି ଗପ କହିଲେ ଆଉ

ନବୀନଙ୍କୁ ଜିତାଇ ପାରିବ କି ପୁରୀ ଆଉ ଏସସିବି?

ପଂଚମ ପାଳିରେ କ୍ଷମତାକୁ ଆସିବା ପରେ ସମସ୍ତ ଘୋଷଣା ଆଉ କାର୍ଯ୍ୟକ୍ରମ ଭିତରେ ଦୁଇଟି ଦିଗକୁ ସମସ୍ତଙ୍କ ନଜର ଯାଇଛି । ଗୋଟିଏ ହେଲା ପୁରୀକୁ ଐତିହ୍ୟ ନଗରୀରେ ପରିଣତ କରିବା ଏବଂ ଦ୍ୱିତୀୟଟି ହେଲା ଏସସିବିକୁ ଏମସ ପ୍ଲସରେ ପରିଣତ କରି

ଭାରତରେ ମାଗଣାରେ ମିଳିବ କୋଭିଡ ଟୀକା

କୋଭିଡ ଟୀକାକରଣ ଆରମ୍ଭ ହେବା ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦେଶରେ କୋଭିଡ ଟୀକାକରଣ ସଂପୁର୍ଣ୍ଣ ମାଗଣାରେ କରାଯିବ ବୋଲି ସୂଚନା ଦେଇଛନ୍ତି

ସ୍ନେହାଙ୍ଗିନୀଙ୍କ ମନ୍ତ୍ରୀ ଆଶା ମଉଳିଗଲା !

ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଲେ ମନ୍ତ୍ରୀପଦ ପାଇବାର ଆଶା ବାନ୍ଧି ବସିଥିଲେ । ହେଲେ ସଂଗଠନର ଦାୟିତ୍ୱ ଦେଇ ମୁଖିଆ ଏହି ରାସ୍ତା ବନ୍ଦ କରିଦେଲେ । ଅତାବିରା ବିଧାୟିକା ସ୍ୱେହାଙ୍ଗିନୀ ଛୁରିଆଙ୍କ ପାଇଁ ଏହି ନିଷ୍ପତ୍ତି ଯଦିଓ ନୁଆବର୍ଷ