THE BYAPINI

ବିନା ଡ୍ରାଇଭରରେ ଗଡିଲା ଟ୍ରେନ୍

ବିନା ଡ୍ରାଇଭରରେ ଗଡିଲା ଟ୍ରେନ । ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍ ଚଳାଚଳକୁ ଭିଡିଓ କନ୍‌ଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଗଡିଛି ଚାଳକବିହୀନ ମେଟ୍ରୋ ଟ୍ରେନ୍ । ସବୁଜ ପତାକା

ଜନତା ଜାଣିବେ ନେତା,ଅଫିସରଙ୍କ ସମ୍ପତ୍ତି

ଏଣିକି ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନେ ବାର୍ଷିକ ସଂପତି ତାଲିକା ଦେବାକୁ ବାଧ୍ୟ ହେବେ । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଏହି ସଂପର୍କିତ

ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ

ସରକାରୀ ସ୍କୁଲ ଏବଂ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ ପରି

ଧର୍ମେନ୍ଦ୍ରଙ୍କ ପାଇଁ ଲମ୍ବା ଲାଇନ… ଅପରାଜିତା, ବୈଜୟନ୍ତଙ୍କ ବେଳକୁ ?

ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହିଳା ସଂରକ୍ଷଣ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେନି ଯେ, ବିଜେପି କିଭଳି ବିଚଳିତ ଆଉ ବିଭାଜିତ ତାର ସ୍ପଷ୍ଟ ପ୍ରମାଣ ସାରା ଓଡିଶାବାସୀ

ଜିରୋ ନାଇଟରେ ଘରେ ରୁହ : ବିଏମସି

ନୁଆବର୍ଷ ଆସୁଛି । ସ୍ୱାଗତ କରିବାକୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଠି ଉକ୍ରଣ୍ଠା ଥାଏ । ହେଲେ ଏଥର କିନ୍ତୁ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଜାରି ହୋଇଛି ଗାଇଡଲାଇନ ।

ମୋ ସରକାର ପାରୁନି, ମୋ ପରିବାର ପାରୁଛି?

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଜେଡି ନେତା ତଥା ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ପରାଜିତ ପ୍ରାର୍ଥୀ ଅରୁପ ପଟ୍ଟନାୟକ ରଖିଥିବା ବୟାନ ବେଶ ବିବାଦୀୟ ଏବଂ ବିତର୍କିତ ମଧ୍ୟ ହୋଇଛି । ପ୍ରଶାସନକୁ

ଲେଖାଶ୍ରୀ କଣ ଧର୍ମେନ୍ଦ୍ରଙ୍କ ମୁଖପାତ୍ର?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟରରେ ୧୩ ଲକ୍ଷରୁ ଅଧିକ ଅନୁଗାମୀ । ହଁ ଏତିକି ସଂଖ୍ୟାରେ ଭୋଟ ସେ କେବେ ପାଇବେ କି ନାହିଁ ତାକୁ ନେଇ ରାଜନୈତିକ ମହଲରେ ସବୁବେଳେ ବିତର୍କ ହୁଏ, ହେଲେ ନିଜ ସୋସିଆଲ ମିଡିଆରେ ପୋଷ୍ଟିଂ

ବୋଥ୍ରାଙ୍କୁ ଡରୁଛି କି ରାଜ୍ୟ ବିଜେପି?

ପରୀକୁ ମାରିଲା କିଏ ? କୁନି ପିଲାକୁ କାହିଁକି କିଏ କରିବ ହତ୍ୟା ? ଯଦି ହତ୍ୟା ହୋଇଛି ତେବେ କିଏ ସେ ହତ୍ୟାକାରୀ ? ପରୀ ପ୍ରସଙ୍ଗରେ ଯେତେବେଳେ ପିଶାଚ ଧରାହୋଇନଥିଲା ସେତେବେଳେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ହଜାରେ

ଫଟେଇଥିଲେ ଏବେ ଫଳ ଭୋଗୁଛନ୍ତି !

ପ୍ରଶାସିକାରୁ ସିଧା ରାଜନେତା ଆସନ ମଣ୍ଡନ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ଶୀକାର ହେଇଛନ୍ତି । ତାହା ପୁଣି ନିଜ ଦଳର କର୍ମୀଙ୍କ ଦ୍ୱାରା  । ରାଜଧାନୀର ଭରତପୁର ଅଞ୍ଚଳରେ

ଧର୍ମେନ୍ଦ୍ରଙ୍କୁ ଘାଇଲା କରିଦେଲେ ବବି ଦାସ !

ଶାନ୍ତ ଥିଲେ, ହଠାତ୍ ଅସ୍ଥିର ହୋଇଗଲେ । ପରସ୍ପରକୁ ଫୁଲଶର ମାରୁଥିବା ନେତା ଆଜି ଧନୁତୀର ଧରି ଲଢିଲେଣି । ଧର୍ମେନ୍ଦ୍ର ପ୍ରଧାନ ଏବଂ ବବି ଦାସଙ୍କ ଭିତରେ ଯୁଦ୍ଧ କେବଳ ବ୍ୟକ୍ତିଗତ ସ୍ତରରେ ଆଉ ସୀମିତ ନାହିଁ । ଏହା ସଂକେତ ଦେଉଛି