THE BYAPINI

ବିପଦ ବଢାଇବେ କି ବ୍ରିଟେନ୍ ଫେରନ୍ତା?

ଚିନ୍ତା ବଢାଇଲେ ବ୍ରିିଟେନ ଫେରନ୍ତା । ବିଟ୍ରେନ ଫେରନ୍ତାକୁ ନେଇ ଆସିଛି ବଡ଼ ଖବର । ଗତ ୧୪ ଦିନ ମଧ୍ୟରେ ଓଡିଶା ୪୩ ଜଣ ବ୍ରିଟେନରୁ ଫେରିଛନ୍ତି। ଏନେଇ ପୁରା ତାଲିକା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଭୁବନେଶ୍ୱରକୁ ସବୁଠୁ ଅଧିକ

ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରେମ

ଆଗାମୀ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି । ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ର ସଫଳତାର ସହ ଆୟୋଜନ ପରେ ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍‌’ ଆୟୋଜନ କରିବାକୁ ଓଡିଶାକୁ ପୁଣିଥରେ ସୁଯୋଗ ମିଳିଛି । ରାଉରକେଲାରେ ହେବ ଦେଶର

‘ଗୋ ବ୍ୟାକ୍‌’ ଅପରାଜିତା!

ସାମନାକୁ ଆସିଛି ବିଜେପି ମଧ୍ୟରେ ଥିବା ଦଳୀୟ କନ୍ଦଳ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରାରେ ବିଜେପି ଦି ଫାଳ । ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଅଂଚଳରେ ଅପରାଜିତାଙ୍କ ପଦଯାତ୍ରା ବେଳେ ବିଜେପିର ଦୁଇ ଗୋଷ୍ଠୀ

‘ପରୀ’ ହତ୍ୟାର ଛାତିଥରା ଡେମୋ

ପରୀ ହତ୍ୟା ମାମଲାରେ ନୟାଗଡ଼ ଯଦୁପୁରରେ କ୍ରାଇମ ସିନ୍‌ର ରିକ୍ରିଏସନ୍ । କିଭଳି ପରୀକୁ ଘର ଭିତରକୁ ନେଇ ହତ୍ୟା କରିଥିଲା, କେଉଁ ପରିସ୍ଥିତିରେ ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ତାର ଡେମୋ ଦେଖାଇଛି ଅଭିଯୁକ୍ତ ସରୋଜ ସେଠୀ । ଯାହାକୁ

ଖାଲି ଅଫିସର୍ ବଦଳିଲେ ହେବନି !

ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ୧୧ ଜିଲ୍ଲାର ଏସପିଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ନୂଆ ପଦ ପଦବୀ ପାଇଛନ୍ତି । ତାଲିକାରେ ରହିଛି ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କ ନାଁ । ନୟାଗଡ ପରୀ ମୃତ୍ୟୁ

ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ, ଏବେ ପରୀ ପାଇଁ ନ୍ୟାୟ ମାଗୁଛନ୍ତି !

ବଡ ବିଚିତ୍ର ପରିସ୍ଥିତି । ନ୍ୟାୟ ପାଇଁ ଲଢେଇ ଚାଲିଛି ନା ରାଜନୈତିକ ସ୍ୱାର୍ଥ ପାଇଁ ବୁଝାପଡୁନି । ନେତା ହାଉଯାଉ ହେଉଛନ୍ତି, ପଦଯାତ୍ରା କରୁଛନ୍ତି ଅପରାଧୀକୁ ଧରିବା ପାଇଁ । ହେଲେ ଅପରାଧୀ ଧରାପଡିବା ପରେ କାଳେ ଆନ୍ଦୋଳନକାରୀଙ୍କ

ଅସିତ୍ ଯିବେ କିଏ ଆସିବେ?

ଆଉ ୮ ଦିନ ପରେ ଚାକିରିରୁ ଅବସର ନେବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଅସିତଙ୍କ ଅବସର ପରେ

ଟାୱେଲ: ପରୀ ମାମଲାର ନୂଆ ପ୍ରମାଣ

ନୟାଗଡ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ପରୀକୁ ତଣ୍ଟିଚିପି ହତ୍ୟା କରାଯିବା ବେଳେ, ତାର ନାକରୁ ରକ୍ତ ବାହାରିଥିଲା। ଏଥିସହ ରକ୍ତଭିଜା ଟାୱେଲକୁ

ଚିନ୍ତା ବଢାଇଲେ ବ୍ରିଟେନ୍ ଫେରନ୍ତା

ଓଡିଶାରେ ବ୍ରିିଟେନ ସଂକ୍ରମଣ । କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ

ବଦଳିଲେ ନୟାଗଡ଼ ଏସ୍‌ପି

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । କିଛି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟସରକାର । ପରୀ ମୃତ୍ୟୁ ନେଇ ବିବାଦରେ ଥିବା ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ସିଦ୍ଧାର୍ଥ