THE BYAPINI

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଉଦ୍ଧାର ୪ ଶ୍ରମିକ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ।  ତପନ ମଣ୍ଡଳଙ୍କୁ ଛାଡ଼ି ବାକି ୪ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି ।ସେମାନେ ହେଲେ

ପାରାଦୀପ ଜାହାଜରେ ଥିଲା କୋକେନ

ଭୁବନେଶ୍ୱର: ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଉକ୍ତ ପ୍ୟାକେଟକୁ ଯାଞ୍ଚ କରିବା ପରେ ସେଥିରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି ।  ସମସ୍ତ

ଏଥର କ୍ଷମତାଚ୍ୟୁତ ହୋଇପାରେ ବିଆରଏସ

ନୂଆଦିଲ୍ଲୀ: ଗୁରୁବାର ତେଲେଙ୍ଗାନାରେ ଭୋଟିଂ ସରିବା ପରେ ପ୍ରକାଶ ପାଇଛି ୫ ରାଜ୍ୟ ପାଇଁ ଏକଜିଟ ପୋଲ ବା ‘ବୁଥବାହୁଡା ଜନମତ’ ପ୍ରକାଶ ପାଇଛି । କଂଗ୍ରେସ ତେଲେଙ୍ଗାନା ଓ ଛତିଶଗଡରେ ଆଗରେ ରହିଛି । ସେହିପରି ମଧ୍ୟ ପ୍ରଦେଶ ଓ

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରିବେ। ଭୁବନେଶ୍ୱର ପହଞ୍ଚିବା ପରେ ୫ ଜଣ ଓଡ଼ିଆ ଶ୍ରମିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ

କାନ୍ଥ ଭୁଶୁଡ଼ି ୨ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଠାରେକାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ।ଆଜି ସକାଳେ ନମିତା ନିଜ ଘରର ମାଟି କାନ୍ଥ ଭାଙ୍ଗିବା ପାଇଁ

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରୁ ସୁରୁ ବଢିଲା ଗ୍ୟାସ ଦର । ଦେଶରେ ଆଜି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଇଛି । ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୨୧ ଟଙ୍କା ବଢିଛି । ନୂଆ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ନୂଆ ହେଲପଲାଇନ୍ ନମ୍ବର

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ହେଲପଲାଇନ୍ ନମ୍ବର ମଧ୍ୟ ଲୋକାର୍ପିତ ହୋଇଛି । ଏହି ହେଲପ ଲାଇନ୍ ନମ୍ବର -୧୮୦୦୧୨୦୧୨୦୧୦୪ କେବଳ ରାଜ୍ୟ ବାହାରର ଓଡ଼ିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏହି ନମ୍ବରକୁ ଫୋନ୍ କରି

ସୂର୍ୟ୍ୟ ଟି-୨୦, ରାହୁଲ ଦିନିକିଆ ଅଧିନାୟକ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦, ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ ମ୍ୟାଚ

ଆଜି ଭାରତ- ଅଷ୍ଟ୍ରେଲିଆ ୪ର୍ଥ ଟି-୨୦

ରାୟପୁର : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶୁକ୍ରବାର ରାୟପୁରରେ ଖେଳାଯିବ। ଭାରତ ନିକଟରେ ଶୃଙ୍ଖଳା ବିଜୟ ନେଇ ସୁଯୋଗ ରହିଥିବାବେଳେ ଅଷ୍ଟ୍ରେଲିଆ ବରାବର ସ୍ଥିିତିକୁ