THE BYAPINI

ଓଡ଼ିଶାରେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ୨୦୨୨ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାର ପ୍ରଥମ ପର୍ୟ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ହୋଇଛି। ଆଜି ଓଡ଼ିଶାରେ ଥିବା ୯୭ଟି

ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନଭେମ୍ବର ୨୦, ୨୧ ଓ ୨୨ ତାରିଖର ଏହି ତିନିଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼,

ଅନ୍‌ଲାଇନ୍‌ରେ ୩୦୦ ଟଙ୍କା ‘ଲିପ୍‌ଷ୍ଟିକ୍‌’ ଲୋଭରେ ୧ ଲକ୍ଷ ଟଙ୍କା ଠକେଇର ଶୀକାର ହେଲେ ଡାକ୍ତରାଣୀ

ମୁମ୍ବାଇ:୩୦୦ ଟଙ୍କିଆ ‘ଲିପ୍‌ଷ୍ଟିକ୍‌’ ପାଇଁ ଅର୍ଡର୍‌ ଦେଇଥିବା ନବି ମୁମ୍ବାଇର ଜଣେ ଡାକ୍ତରାଣୀ ଅନ୍‌ଲାଇନ୍‌ରେ ୧ ଲକ୍ଷ ଟଙ୍କା ହରାଇଥିବା କଥା ଦେଶର ପ୍ରମୁଖ ଗଣମାଧ୍ଯମ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ନଭେମ୍ବର ୨

‘ମିସ୍‌ ନିକାରାଗୁଆ ସେଏନିସ୍‌ ପାଲାସିଓ ହେଲେ ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ

ସାନ୍‌ ସାଲ୍‌ଭାଡର୍‌: ୭୨ତମ ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କୁ ୨୦୨୨ର ବ୍ରହ୍ମାଣ ସୁନ୍ଦରୀ ଆମେରିକା ବୋନୀ ଗାବ୍ରିଏଲ ବିଜୟ

ରାଜ୍ୟରେ ସକ୍ରିୟ ହେଲଣି କି ଅଙ୍ଗଚୋରି ରାକେଟ!

କଣ୍ଟାପଡ଼ା: କଟକ ଜିଲ୍ଲା ଓଲଟପୁର ଠାରେ ଘଟିଥିବା ଘଟଣା ରାଜ୍ୟରେ ଅଙ୍ଗଚୋରି ରାକେଟ ସକ୍ରିୟ ହେବାର ସନ୍ଦେହ ବଢାଇ ଦେଇଛି। କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ରାସ୍ତାର ଇଚ୍ଛାପୁର ଗ୍ରାମର କେତେକ ବ୍ୟକ୍ତି

ମଧ୍ୟପ୍ରଦେଶରେ ୭୨%, ଛତିଶଗଡ଼ରେ ୬୯% ମତଦାନ

ଭୋପାଳ/ରାୟପୁର: ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନ ଓ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ମଧ୍ୟପ୍ରଦେଶରେ ୭୨ ପ୍ରତିଶତ ଏବଂ ଛତିଶଗଡ଼ରେ ୬୯

ବିଶ୍ୱକପ୍‌ :ଅହମଦାବାଦରେ ରାତିକ ପାଇଁ ହୋଟେଲ ଭଡା ୨ ଲକ୍ଷ!

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଆସନ୍ତା ରବିବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଚାହୁଁଥିବା ଲୋକଙ୍କ ଚାହିଦା

ବଡ଼ ସଫଳତା: କ୍ୟାନ୍‌ସର କୋଷକୁ ମାରିବାରେ ସଫଳ ହେଲେ ବୈଜ୍ଞାନିକ

ୱାସିଂଟନ: କର୍କଟ ରୋଗର ଚିକିତ୍ସା ପାଇଁ ନିରନ୍ତର ଗ‌ବେଷଣା ଜାରି ରହିଥିବା ବେଳେ ଆମେରିକାର ବୈଜ୍ଞାନିକଙ୍କୁ ଏ କ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିଛି। କାଲିଫର୍ନିଆର କ୍ୟାନ୍‌ସର ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏକ ‘କିଲ୍

୭୭ ହଜାର ଟଙ୍କାର ଟାୱେଲ୍‌-ସ୍କର୍ଟ

ମୁମ୍ବାଇ: ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍‌ସିଆଗା’ କମ୍ପାନି ନିକଟରେ ଏକ ବିଚିତ୍ର ପରିଚ୍ଛଦ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନି ପକ୍ଷରୁ ସଦ୍ୟ ବଜାରକୁ ଛଡ଼ାଯାଇଥିବା ଏକ ‘ଟାୱେଲ୍‌-ସ୍କର୍ଟ’ର ମୂଲ୍ୟ ୯୨୫ ଡଲାର

ଅଣ ଆଦିବାସୀଙ୍କୁ ଜମି ବିକ୍ରି ସଂପର୍କିତ କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରିବେ ବିରୋଧୀ

ଭୁବନେଶ୍ବର: ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ରେଗୁଲେସନ୍‌-୨, ୧୫୯୬ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ