ଭାରତ ଭଳି ବିବିଧତାପୂର୍ଣ୍ଣ ସମାଜରେ ଘୃଣାର ନିଆଁ ଲଗାଇ ଦେବ ଡିପ୍ଫେକ୍ : ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପାଇଁ ବିଜେପିର ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଡିପ୍ଫେକ୍ ବଡ଼ ସଂକଟ ଆଣିପାରେ। ଏପରିକି ଭାରତ ଭଳି ବିବିଧତାପୂର୍ଣ୍ଣ!-->…