THE BYAPINI

ନିଲାମ ହେବ ଓଡ଼ିଶାର ୧୯ଟି କୋଇଲା ଖଣି

ନୂଆଦିଲ୍ଲୀ: କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଚଳିତମାସ ୧୫ତାରିଖରେ ଓଡ଼ିଶା ସମେତ ୫ଟି ରାଜ୍ୟର ମୋଟ୍ ୩୯ଟି କୋଇଲା ଖଣିର ବ୍ୟବସାୟିକ ନିଲାମ କରାଯିବ କରାଯିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ

ଓଡ଼ିଶା ଗସ୍ତରେ ସମୟରେ ରାଇରଙ୍ଗପୁର ଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ତାରିଖରେ ନିଜ ଜନ୍ମମାଟି ରାଇରଙ୍ଗପୁର ଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ । ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବା ପରେ ସେ ଟ୍ରେନରେ ଯାତ୍ରା କରିବେ ।

ଦୀପାବଳୀ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା ଜାରି

ଭୁବନେଶ୍ବର: ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ

ଡିସେମ୍ବର ୧ରୁ କଂଗ୍ରେସର ତୁଳସୀ ଯାତ୍ରା

ଭୁବନେଶ୍ବର: ଶ୍ରୀମନ୍ଦିରର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡିସେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା ଆୟୋଜିତ ହେବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏଣେ କଂଗ୍ରେସର ତୁଳସୀ

ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଠକେଇ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ବର : ଇନଫୋସିଟି ଥାନା ପୁଲିସ ପକ୍ଷରୁ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରାଯାଇଛି। ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି। ଯୁବ ଲେଖିକା ବନସ୍ମିତା

ଚାରି ଧାମ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକ ସୁରକ୍ଷିତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଜାତୀୟ ରାଜପଥରେ ଭୁଶୁଡ଼ି ପଡ଼ିଥିବା ଟନେଲର ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡିଆ ଶ୍ରମିକ ଓଡିଶାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ଠାରୁ ଫସି

ବଙ୍ଗୋପସାଗରରେ ଲଘୁଚାପ, ୧୭ ଓ ୧୮ ତାରିଖରୁ ରାଜ୍ଯରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା

ମରୁଡ଼ି ଓ ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣଛାଡ଼ ଦାବୀ

ଭୁବନେଶ୍ୱର: ରାଜ୍ୟର ପାଖାପାଖି ୧୯ଟି ଜିଲାର ୨୦୦ ବ୍ଲକରେ ସ୍ୱଳ୍ପବୃଷ୍ଟି ଜନିତ ସମସ୍ୟା ଯୋଗୁ ଧାନ ବିଲ ଫାଟି ଆଁ କଲାଣି। ଯେଉଁ କେତେକ ସ୍ଥାନରେ ମାଟି ବତର ଅଛି, ସେଠାରେ ଧାନଗଛ ସବୁ ନାଲିଆ ପଡ଼ିଗଲାଣି। ବର୍ତ୍ତମାନ ଖରିଫ ଧାନ

୧୬ ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ଆରମ୍ଭ

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବ ଶିଶୁମେଳା ତଥା ସୁରଭି