THE BYAPINI

ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ୮ ଇଞ୍ଚିଆ ଟାବ୍‌ଲେଟ୍‌

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକଙ୍କୁ ଟାବ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଏହି

ଲେପଚାରେ ଦେଶର ଯବାନମାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା ,୭ ଗିରଫ

କୋରାପୁଟ: ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ମାମଲାରେ ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି। ଲୁଟପାଟ୍ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି।କୋରାପୁଟ ଜାତୀୟ ରାଜପଥ ବୁଢ଼ୀ

ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଭବ୍ୟ ଦୀପୋତ୍ସବ: ୨୨.୨୩ ଲକ୍ଷ ଦୀପ ପ୍ରଜ୍ବଳନ

ଅଯୋଧ୍ୟା: ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାର ୫୧ଟି ଘାଟରେ ୨୨ ଲକ୍ଷ ୨୩ ହଜାର ଦୀପ ଜାଳି ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ

ଡାଲ୍‌ ହ୍ରଦରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ହାଉସ୍‌ବୋଟ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ଡାଲ ହ୍ରଦରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ହାଉସ୍‌ବୋଟ୍ ପୋଡ଼ି ପାଉଁଶ ହୋଇଯାଇଛି। ପୋଡ଼ିଯାଇଥିବା ହାଉସ୍‌ବୋଟ୍‌ଗୁଡ଼ିକରୁ ୩ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର ବିଜେଡିର ସାଂଗଠନିକ କମିଟିର କଳେବର ବୃଦ୍ଧି

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଜି ସାଂଗଠନିକ କମିଟିର କଳେବର ବୃଦ୍ଧି କରାଯାଇଛି। ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଦଳର ‌ଦବଦବା ଜାରି ରଖିବାକୁ ବରିଷ୍ଠ

ଟୁ ପ୍ଲସ୍ ଟୁ ବୈଠକ: ଚୀନ୍‌ର ମୁକାବିଲା ପାଇଁ ଏକଜୁଟ ଭାରତ-ଆମେରିକା

ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଆଜି ବହୁ ପ୍ରତୀକ୍ଷିତ ଟୁ ପ୍ଲସ୍ ଟୁ ବୈଠକ ଅନୁଷ୍ଠିତ ହୋଇଛି। ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହିତ ଭାରତର ବିଦେଶ ମନ୍ତ୍ରୀ ଏସ୍‌

ରବିବାରରେ ରିଲିଜ୍ ହେବ ସଲ୍‌ମାନଙ୍କ ‘ଟାଇଗର୍‌-୩’

ଭୁବନେଶ୍ବର: ଦୀପାବଳି ଅବସରରେ ଏଇ ରବିବାର ଦିନ ରିଲିଜ୍ ହେବାକୁ ଯାଉଛି ସଲ୍‌ମାନ ଖାଁଙ୍କ ପ୍ରଶଂସକଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର୍‌-୩’। ୟଶ୍ ରାଜ୍‌ ଫିଲ୍ମସ ଦ୍ବାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ

କୋଲକାତାରୁ ପାରାଦୀପର ଯାଉଥିବା ବସରେ ଲାଗିଲା ନିଁଆ

ବାଲେଶ୍ବର: ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଥିଲା। ବସ୍ଟି ପଶ୍ଚିମବଙ୍ଗର

୫୮ ପଦକ ସହ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ

କଟକ  : ଗୋଆରେ ଆୟୋଜିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଓଡ଼ିଶା ୧୦ଟି ସ୍ବର୍ଣ୍ଣ, ୧୮ଟି ରୌପ୍ୟ ୩୦ଟି କାଂସ୍ୟ ସହ ୫୮ ପଦକ ଜିତିଛି। ୨୦୨୨ ଗୁଜରାଟ ଜାତୀୟ କ୍ରୀଡ଼ାରେ ଓଡ଼ିଶା ୬ଟି ସ୍ବର୍ଣ୍ଣ,