THE BYAPINI

ନିୟମିତ ଗଞ୍ଜେଇ ସେବନକାରୀଙ୍କର ହୃଦ୍‌ଘାତର ଆଶଙ୍କା ୩୪% ଅଧିକ !

ଆମେରିକା: ନିୟମିତ ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିଙ୍କର ହୃଦ୍‌ଘାତ ହେବାର ଆଶଙ୍କା ୩୪ ପ୍ରତିଶତ ଅଧିକ ବୋଲି ଆମେରିକା ହୃତ୍‌ପିଣ୍ଡ ସଂଘ ଦାବି କରିଛି। ଏହି ଆଶଙ୍କା ଗଞ୍ଜେଇ ସେବନକାରୀର ବୟସ, ଲିଙ୍ଗ କି ଧୂମପାନ ଇତିହାସ ଦ୍ବାରା

ଆଖିବୁଜିଲା ନନ୍ଦନକାନନର ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’

ବାରଙ୍ଗ: ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ ର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାକୁ ୧୭ ବର୍ଷ

ଶପଥ ନେଲେ ସୁପ୍ରିମକୋର୍ଟର ୩ ବିଚାରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଯୁକ୍ତି ପ୍ରଦାନ ପରେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ ୩ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି

ଯାଞ୍ଚକରୁ କରୁ ଜୀବନ ନେଇଗଲା ରୋବଟ୍‌

ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍‌ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର

ହାଇଦ୍ରାବାଦରେ ଗୁଗୁଲ୍ ର ଦ୍ବିତୀୟ ସର୍ବବୃହତ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ

ହାଇଦ୍ରାବାଦ: ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍‌ କଂପାନି ଗୁଗୁଲ୍ ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଏହାର ବିଶାଳ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଆମେରିକାରେ କଂପାନିର ଥିବା ମୁଖ୍ୟ କାର୍ଯ୍ୟାଳୟ ପରେ ଏହା ହେବ

ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ପିଲା ହେବେ ‘ଜୁ ଆମ୍ବାସାଡର’

ଭୁବନେଶ୍ବର: ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ସହ ଯୋଡ଼ିହେବେ ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟସ୍ତରରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ‘ଜୁ ଆମ୍ବାସାଡର’

ସୀମାରେ ଅନୁପ୍ରବେଶ ରୋକିବ ମହୁମାଛି

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍ଏଫ୍। ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା

କଲେଜିୟମ ସୁପାରିସ ପ୍ରାର୍ଥୀଙ୍କୁ ପୁନର୍ବାର ଚୟନ ପାରିବେନି କେନ୍ଦ୍ର ସରକାର : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେନ୍ଦ୍ର ସରକାର ପୁନର୍ବାର ଚୟନ କରି ଅନୁମୋଦନ ଦେବା ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମ୍‌କୋର୍ଟ। କଲେଜିୟମଙ୍କ ତାଲିକା ଭିତରୁ ସରକାର

୩୭ତମ ଜାତୀୟ କ୍ରୀଡ଼ାରେ ୫୦ଟି ପଦକ ପାଇଲା ଓଡ଼ିଶା

କଟକ: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୫୦ ଛୁଇଁଛି। ବୁଧବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୫ଟି ପଦକ ମିଳିଛି। ସାଇକଲ ଚାଳନା ମହିଳା ରୋଡରେଶରେ ସ୍ବସ୍ତି ସିଂହ

ବାହାରକୁ ଯିବା କଥା ସୋସିଆଲ ମିଡିଆରେ ଜଣାନ୍ତୁ ନାହିଁ

ଭୁବନେଶ୍ବର: ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ ଗତ ମାସକରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର