THE BYAPINI

୧୧ ଲକ୍ଷ ଟଙ୍କା ଜରିମାନା ଦେବ ବିଶାଳ ମେଗା ମାର୍ଟ

କଟକ: ରିଟେଲ ଚେନ୍‌ ‘ବିଶାଳ’ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା। ‘ବିଶାଳ’ର ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓ କଟକ ବିଡାନାସୀ ଷ୍ଟୋର ଉପରେ ଏହି ଜରିମାନା ହୋଇଛି। କଟକ ଜିଲ୍ଲା ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଭୟ

ମହୁଆ ମୋଇତ୍ରଙ୍କ ସଦସ୍ୟତା ରଦ୍ଦ ପାଇଁ ଏଥିକ୍ସ କମିଟିର ସୁପାରିଶ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟି ୫୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛି । ଟିଏମସି ସାଂସଦଙ୍କୁ ତୁରନ୍ତ ବରଖାସ୍ତ କରିବାପାଇଁ ଏହି ରିପୋର୍ଟରେ ପ୍ୟାନେଲ୍

ମାନବ ଚାଲାଣ ମାମଲା: ୧୦ ରାଜ୍ୟରେ ଏନଆଇଏ ଚଢ଼ଉ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛି। ସେହି ରାଜ୍ୟଗୁଡ଼ିକ ହେଲା ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ,

ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ ଆରମ୍ଭ

ଭୁବନେଶ୍ୱର : ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା କଳିଙ୍ଗ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ମିଶନ ଶକ୍ତି,

ହରଭଙ୍ଗାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପ୍ୟାରେଡ଼ ପଡିଆରେ ବୁଧବାର ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହୋଇଯାଇଛି। ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକଙ୍କ

ବାଘ ଛାଲ ସହ ୨ ଗିରଫ

ରାୟଗଡା: ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଂଚଳରେ ବାଘ

ଜେଲ୍‌ରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକ ଆଜି କୋର୍ଟରୁ ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ

ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ବଗିର ୪ଟି ଚକା ଲାଇନ୍‌ଚ୍ୟୁତ

ସମ୍ବଲପୁର: ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ବୁଧବାର ସନ୍ଧ୍ୟାରେ ଲାଇନ୍‌ଚ୍ୟୁତ ହୋଇଛି। ଏକ ଗାଈକୁ ଧକ୍କା ଦେଇ ମେମୁ ଟ୍ରେନ୍‌ ଟ୍ରାକ୍‌ରୁ ଖସିପଡ଼ିଛି। ସମ୍ବଲପୁର ସିଟି ଷ୍ଟେସନ୍‌ ପୂର୍ବରୁ ସରଲା ଷ୍ଟେସନ ପାଖରେ ଏହି ଅଘଟଣ

ଖୁବ୍‌ ଶୀଘ୍ର ଚାଲିବ ନନ୍ଦନକାନନ ରୋପ୍‌ୱେ

ବାରଙ୍ଗ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ପର୍ଯ୍ୟଟକମାନେ ନନ୍ଦନକାନନ ରୋପ୍‌ୱେର ମଜା ନେଇପାରିବେ। ଆଜି ସଫଳତାର ସହ ରୋପ୍‌ୱେ ଚାଲିବା ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡଳୀସ୍ଥିତ ଏନ୍‌ଡିଆର୍‌ଏଫ୍ ଏହି ମକ୍ ଡ୍ରିଲ୍‌

ଗିରଫ ହେବେ କି କେଜରିୱାଲ!

ନୂଆଦିଲ୍ଲୀ : ଅବକାରୀ ନୀତି ଅନିୟମିତତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଯଦି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରେ ତେବେ ସେ ଜେଲ୍‌ରେ ଥାଇ ସରକାର ଚଳାଇବେ । ସୋମବାର ଆମ ଆଦମୀ ପାର୍ଟି (ଆପ୍‌)ର