THE BYAPINI

ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ‘ୟୁଏସ୍‌ ଜିଓଲୋଜିକାଲ୍

ଆଜି ଓ୍ବାଙ୍ଖଡେରେ ଭାରତ ଓ ଶ୍ରୀଲଙ୍କା ହାଇଭୋଲଟେଜ୍ ମ୍ୟାଚ୍

ନୂଆଦିଲ୍ଲୀ: ଆଜି ଦିନ ୨ଟାରେ ମୁମ୍ବାଇର ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ଏଯାଏ ବିଶ୍ବକପରେ ମୋଟ ୬ଟି ମ୍ୟାଚ ଖେଳି ଅପରାଜିତ ରହିଛି ଭାରତ । ଅନ୍ୟପଟେ ଶ୍ରୀଲଙ୍କା ମାତ୍ର ୨ଟି ମ୍ୟାଚ ଜିତିଛି ।

ମଜୁରିରେ ଆସି ଟଙ୍କା ବଦଳାଉଛନ୍ତି ଲୋକ!

ଭୁବନେଶ୍ବର: ଦିନ ୧୦ଟା ବାଜୁ ବାଜୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍‌ ଲାଗିଯାଉଛି। ଲାଇନ୍‌ରେ ଠିଆ ହୋଇଥିବା ଅନେକ ଲୋକ ଦିନ ମଜୁରିଆ ଶ୍ରେଣୀର। ଲୋକ

ବିଏମ୍‌ସିରେ ପ୍ରତି ଜୋନ୍‌ରେ ୨ ଜଣ ଡେପୁଟି କମିସନରଙ୍କୁ ଦାୟିତ୍ବ

ଭୁବନେଶ୍ବର: ବିଏମ୍‌ସିରେ ତିନି ଜୋନ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି। ତାଙ୍କ ଜାଗାରେ ନୂଆ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତି ଜୋନ୍‌ରେ ଦୁଇ ଜଣ ଡେପୁଟି କମିସନରଙ୍କୁ ଦାୟିତ୍ବ ଦିଆଯାଇଛି।

ମୁଁ ମୋଦୀ ନୁହେଁ ଯେ ପ୍ରତିଶ୍ରୁତି ଦେଇ ଭୁଲିଯିବି : କଂଗ୍ରେସ ନେତା ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ଆଜି କୋଲାପୁରରେ ଅନୁଷ୍ଠିତ କଂଗ୍ରେସର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପ୍ରତିଶ୍ରୁତି ଭଙ୍ଗ କରିଥିବା ନେଇ ଟାର୍ଗେଟ କରିଥିଲେ |ସେ କହିଛନ୍ତି ଯେ, ମୋଦୀ ଜି କହିଥିଲେ

୩ ଦିନିଆ ଆବୁଧାବି ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ତ୍ୱରାନ୍ୱିତ ହେବ ଶିକ୍ଷା ସହଯୋଗ ପ୍ରୟାସ

ଆବୁଧାବି: ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଏବଂ ନବସୃଜନ କ୍ଷେତ୍ରରେ ସହଭାଗୀତାକୁ ମଜବୁତ କରିବା ଏବଂ ଶିକ୍ଷା କ୍ଷେତ୍ରର ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଦିନିଆ

ହୀରାକୁଦ ଇକୋ ରିଟ୍ରିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ହୀରାକୁଦ ଇକୋ ରିଟ୍ରିଟ୍ର ଉଦଘାଟନ କରିଛନ୍ତି। ଏହା ଆଜିଠାରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଇକୋ ରିଟ୍ରିଟରେ ଷ୍ଟାର ହୋଟେଲର ରହଣି ସୁବିଧା,

ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ମାଟିତଳୁ ବାହାରିଲା ପୁରାତନ ଶିବଲିଙ୍ଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ଥିବା ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଗ୍ରାମବାସୀ ମାଟି ଖୋଲି ଏକ ଶିବଲିଙ୍ଗ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ

ଆଜି ଶପଥ ନେବେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଦିନ ୧୧ଟା ୪୫ ମିନିଟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀ ଦାସ ସୋମବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ୍‌ ଯୋଜନା ବୈଧତାର ଶୁଣାଣି: ରାଜନୈତିକ ପାଣ୍ଠିର ଉତ୍ସ ଜାଣିବାର ଅଧିକାର…

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ନିର୍ବାଚନୀ ବଣ୍ଡ୍‌ ଯୋଜନାର ବୈଧତାକୁ ଚାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆଜି ଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠ ଆରମ୍ଭ କରିବେ।