THE BYAPINI

ମଦ , ଗଞ୍ଜେଇ କି ବ୍ରାଉନସୁଗାର ନୁୁୁହେଁ ଏବେ କଫ୍ ସିରପ୍ ଚୋରା ଚାଲଣ ରୋକିବା ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମାଡ଼ିବାରେ ଲାଗିଛି କଫ୍ ସିରପ ଚୋରା ଚାଲଣ । ଶହ ଶହ ଲିଟର କଫ୍ ସିରପ୍ ଜବତ ହେଉଥିଲେ ମଧ୍ୟ ଏହି କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି। ବ୍ରାଉନସୁଗାର, ମଦ ଭଳି

କେଜରିୱାଲଙ୍କୁ ଇଡି ସମନ: ନଭେମ୍ବର ୨ ରେ ହେବେ ହାଜର

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅବକାରୀ ନୀତି ଅନିୟମିତତା ମାମଲାରେ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨ୟ ପ୍ରାର୍ଥୀ ତାଲିକା: ଜୁବିଲି ହିଲ୍ସରୁ କଂଗ୍ରେସ ଟିକେଟରେ ଲଢିବେ ମହମ୍ମଦ…

ନୂଆଦିଲ୍ଲୀ: ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ପ୍ରସ୍ତାବରେ ଭୋଟ୍‌ ଦେଇନାହିଁ ଭାରତ

ଜେନେଭା: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏଥିରୁ ବିରତି ରହିଛି ଭାରତ। ଜାତିସଂଘର ଏହି ଯୁଦ୍ଧ ବିରାମ ପ୍ରସ୍ତାବରେ

ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ନେଟ ସଂଯୋଗ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର

ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ

ଲୋକଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିବେ ରାଜକୁମାର ରାଓ

ମୁମ୍ବଇ: ରାଜକୁମାର ରାଓ ଜଣେ ଏପରି ଅଭିନେତା, ତାଙ୍କୁ ଯେକୌଣସି ଚରିତ୍ର ଦେଲେ ସେ ତାକୁ ଜୀବନ୍ତ କରିଦିଅନ୍ତି। ତେବେ ରାଜକୁମାରଙ୍କୁ ଏଣିକି ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିବ। ଲୋକପ୍ରିୟ ଅଭିନେତା

୩ ଦିନରେ ପିଆଜ ଦର ୩୦ ରୁ ୬୦ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର : ବିଲାତି, ଆଳୁ ପରେ କନ୍ଦାଇବା ଆରମ୍ଭ କରିଛି ପିଆଜ। ମାସକ ଭିତରେ ଦର ଦୁଇଗୁଣା ବଢ଼ିଲାଣି। ବଜାରରେ ପିଆଜ ଦର ବୃଦ୍ଧି ପାଇବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି। ଓଡ଼ିଶାରେ ପିଆଜ ଉତ୍ପାଦନ

ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ସମୀକ୍ଷା ଆରମ୍ଭ କଲେ ଭି.କେ. ପାଣ୍ଡିଆନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

ପାରା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଲେ ପ୍ରମୋଦ ଭଗତ: ୨ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ପୁରୁଷ ଏସଏଲ୍ ଥ୍ରୀ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜ ଦେଶର ନିତେଶ

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ବରୂପ ନାୟକ

କଟକ: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ।