News ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ Byapini Bureau Oct 28, 2023 0 ମୁମ୍ବାଇ: ଇ-ମେଲ୍ ମାଧ୍ୟମରେ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ମିଳିଛି । ୨୦ କୋଟି ଟଙ୍କା ନଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ!-->…
News ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ Byapini Bureau Oct 27, 2023 0 ପଣଜୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା!-->…
News ଭୀମ ପୃଷ୍ଟିଙ୍କୁ ୪୪ତମ ଶାରଳା ପୁରସ୍କାର Byapini Bureau Oct 27, 2023 0 ଭୁବନେଶ୍ୱର : ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇଲେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସ୍ୱତନ୍ତ୍ର ସମାରୋହରେ ଆଜି ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’!-->…
News ଓଡ଼ିଆ ଚଳଚ୍ଚିତ୍ର ‘ରାମ୍’ କୁ ନେଇ ଅଭିନେତା ମନୋଜ ମିଶ୍ର ଓ ଅନୁଭବ ବିବାଦ Byapini Bureau Oct 27, 2023 0 ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ‘ରାମ୍’କୁ ସମ୍ବଲପୁରରେ ଚଲାଇ ଦେଇନଥିବା ଅଭିଯୋଗ ଆଣି ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ଏହି ଘଟଣାକୁ ନେଇ ଅଭିନେତା ଅନୁଭବ ମହାନ୍ତି ସାମାଜିକ!-->…
News ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯାଆସ ସ୍କ୍ରବ୍ ଟାଇଫସ୍ର କାରଣ:କେନ୍ଦ୍ରୀୟ ଟିମ୍ ରିପୋର୍ଟ Byapini Bureau Oct 27, 2023 0 ଭୁବନେଶ୍ବର: ବାହାରେ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ପଛର ବଡ଼ କାରଣ। ଚଳିତବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବା ସହିତ!-->…
News ୩୧ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ Byapini Bureau Oct 27, 2023 0 ଭୁବନେଶ୍ୱର : ଓଡ଼ିଶା ରାଜ୍ୟପାଳ ଭାବେ ଆସନ୍ତା ୩୧ ତାରିଖରେ ବରିଷ୍ଠ ବିଜେପି ନେତା ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ଓଡ଼ିଶାର ୨୬!-->…
News ହୃଦ୍ଘାତରେ ଚୀନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ଙ୍କ ଦେହାନ୍ତ Byapini Bureau Oct 27, 2023 0 ବେଜିଙ୍ଗ୍: ଶୁକ୍ରବାର ଦିନ ଆକସ୍ମିକ ହୃଦ୍ଘାତରେ ଚୀନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ଙ୍କର ଦେହାନ୍ତ ଘଟିଥିବା କଥା ସମ୍ବାଦ ପ୍ରସାରଣକାରୀ ସଂସ୍ଥା ‘ଚାଇନା ସେଣ୍ଟ୍ରାଲ୍ ଟେଲିଭିଜନ୍’ (ସିସିଟିଭି) ରିପୋର୍ଟ!-->…
News ବାଲିଯାତ୍ରା ଷ୍ଟଲ ପାଇଁ ପଞ୍ଜିକରଣ ଆରମ୍ଭ Byapini Bureau Oct 27, 2023 0 କଟକ: ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ । ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆରେ ୮ ଦିନ ଧରି ଚାଲିବ ଯାତ୍ରା । ବାଲିଯାତ୍ରା ଷ୍ଟଲ ପାଇଁ ପଞ୍ଜିକରଣ!-->!-->!-->…
News ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅତ୍ୟାଧୁନିକ ଡିଜିଟାଲ ଟାୱାର ଉଦଘାଟିତ Byapini Bureau Oct 27, 2023 0 ଭୁବନେଶ୍ଵର: ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଭୁବନେଶ୍ଵର ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ କରିଛନ୍ତି । ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ!-->…
News ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ Byapini Bureau Oct 26, 2023 0 ଭୁବନେଶ୍ବର: ଗୁରୁବାର ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେବ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା । ଖୋର୍ଧା ଜିଲ୍ଲାରେ ୯୫ କୋଟି ଟଙ୍କା ବ୍ୟୟରେ ୨ ହଜାର ୭୬୩ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ ୯୯ କୋଟି ଟଙ୍କା ବ୍ୟୟରେ ୨ ହଜାର!-->…