News ତାମିଲନାଡୁର ରାଜଭବନକୁ ବୋମା ମାଡ଼ Byapini Bureau Oct 26, 2023 0 ତାମିଲନାଡୁ: ତାମିଲନାଡୁର ରାଜଭବନର ମୁଖ୍ୟ ଫାଟକ ଉପରକୁ ହୋଇଛି ବୋମା ମାଡ଼। ରାଜ୍ୟର ରାଜ୍ୟପାଳ ଆରଏନ ରବି ଏଠାରେ ରହୁଥିବା ବେଳେ ତାଙ୍କ ସରକାରୀ ବାସଭବନ ଉପରକୁ ଏପରି ପେଟ୍ରୋଲ ବୋମା ମାଡ଼ ହୋଇଛି। ନିଶାସକ୍ତ ଅବସ୍ଥାରେ ଜଣେ!-->…
News ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ Byapini Bureau Oct 26, 2023 0 ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍ ଅଣକା ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବାର ସଂଗିନ୍ ଅଭିଯୋଗ ହେବା ପରେ ପୁଲିସ ଏକ ୩୭୩/୨୩ରେ ମାମଲା ରୁଜୁ!-->…
News ବିଧାନସଭା ନିର୍ବାଚନ ପରେ ଆସନ ବୁଝାମଣା ଆଲୋଚନା ଆରମ୍ଭ କରିବ ଇଣ୍ଡିଆ ମେଣ୍ଟ Byapini Bureau Oct 26, 2023 0 ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ମଧ୍ୟରେ ଏଯାବତ ଅନେକ ବଡ଼ ବଡ଼ ରାଜ୍ୟ ଗୁଡ଼ିକରେ ଆସନ ବୁଝାମଣା ଆରମ୍ଭ ହୋଇନାହିଁ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁମ୍ବାଇ ପ୍ରସ୍ତାବରେ ଏହା!-->…
News ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଲେଖାଯିବ କି ଭାରତ Byapini Bureau Oct 26, 2023 0 ଏନ୍ସିଇଆରଟି କମିଟିର ମଂଜୁରି ନୂଆଦିଲ୍ଲୀ : ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ।!-->!-->!-->…
ନେତା ସମ୍ବଲପୁରରେ ଭାଇ ଜଉଁନ୍ତିଆ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Byapini Bureau Oct 26, 2023 0 ସମ୍ବଲପୁର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର କୁଷ୍ଟପଡା ଠାରେ ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବ “ଭାଇ ଜଉଁନ୍ତିଆ”ରେ ସାମିଲ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ!-->…
News ଯୁଦ୍ଧ ବନ୍ଦ ପାଇଁ ହମାସ୍ ର ଦୁଇଟି ସର୍ତ୍ତ Byapini Bureau Oct 26, 2023 0 ତେଲ୍ ଆବିଭ୍ : ଇସ୍ରାଏଲ ଉପରେ ସିରିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଏହାର ଜବାବ ଦେଇଛି। ଇସ୍ରାଏଲ ସିରିଆର ସାମରିକ ଘାଟିକୁ ନିଶାଣ କରି ଆକ୍ରମଣ ଚଳାଇଛି। ଏଥିସହ ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ!-->!-->!-->…
News ୯ ବର୍ଷ ପରେ ପର୍ଯ୍ୟଟକମାନେ ନନ୍ଦନକାନନରେ ଦେଖିବେ କାସ୍ୱାରି ପକ୍ଷୀ Byapini Bureau Oct 26, 2023 0 ବାରଙ୍ଗ/ତ୍ରିଶୁଳିଆ: ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ୨ଟି କାସ୍ୱାରି ପକ୍ଷୀ ଆଣିଛନ୍ତି। ଏବେ ସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍ ରେ ରଖାଯାଇଛି। ୨୦୧୪ ନଭେମ୍ବର ରେ ନନ୍ଦନକାନନରେ ଥିବା!-->…
News ଆମେରିକାର ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ଭାରତୀୟ-ଆମେରିକୀୟ Byapini Bureau Oct 26, 2023 0 ୱାସିଂଟନ: ହ୍ବାଇଟ୍ ହାଉସ୍ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ-ଆମେରିକୀୟ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କରାଯାଇଛି। ଜୀବନରକ୍ଷକ ଚିକିତ୍ସା ଉପଚାରକୁ ଅଧିକ ପାରଦର୍ଶୀ!-->…
News ଜାନୁଆରି ୨୨ରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ Byapini Bureau Oct 26, 2023 0 ନୂଆଦିଲ୍ଲୀ: ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ କାର୍ଯ୍ୟକର୍ତ୍ତା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର!-->…
News ୨୪ରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହୋଇପାରେ ବର୍ଷା Byapini Bureau Oct 20, 2023 0 ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି । କାଲି ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ୨୩ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ!-->…