ଆଜି ରାଜ୍ୟ କ୍ୟାବିନେଟ୍ : ଆସିପାରେ ମେଟ୍ରୋ ଟ୍ରେନ୍ ଓ କ୍ୟାଡର ପୁନର୍ଗଠନ ପ୍ରସ୍ତାବ
ଭୁବନେଶ୍ବର : ଗୁରୁବାର ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏଥର ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉଦ୍ୟୋଗୀ ଯୋଜନାର!-->…