THE BYAPINI

ପୂଜା ବଜାର ସରଗରମ କରିବ ୩ ଓଡ଼ିଆ ଫିଲ୍ମ: ରାମ, ମାଲ୍ୟାଗିରୀ ଓ କଟକ

କଟକ: ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ

‘ଇନ୍ଦୋରରେ ବିନା ହେଲମେଟରେ ଜୋମାଟୋ ବ୍ୟାଗ ଧରି ଯାଉଥିବା ଯୁବତୀ ଆମ ସହିତ ଆଦୌ ଜଡ଼ିତ ନୁହନ୍ତି :ସିଇଓ ଦିପିନ୍ଦର ଗୋଏଲ

ନୂଆଦିଲ୍ଲୀ: ନିକଟରେ ଏକ୍ସ(ଟୁଇଟର)ରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀଙ୍କୁ ଜୋମାଟୋ ବ୍ୟାଗ ଧରି ବିନା ହେଲମେଟରେ ବାଇକରେ ବସି ଯାଉଥିବା ଦେଖିବାକୁ ମିଳୁଛି। ଅକ୍ଟୋବର ୧୬ରେ ଏକ୍ସରେ ପୋଷ୍ଟ ହୋଇଥିବା ଏହି

ନକଲି ଜନ୍ମ ପ୍ରମାଣପତ୍ର ମାମଲା: ଆଜମ ଖାନ୍‌, ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ

ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ

ଇଣ୍ଡିଆନ ଆଇଡଲ୍‌‌ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ୍‌‌ ବିଶ୍ୱାଳଙ୍କୁ ଗୋଲ୍ଡେନ୍‌ ଟିକଟ

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌

କଟକରୁ ୨ଚୋରା ବନ୍ଧୁକ ବେପାରୀ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ

କଟକ : ପାର୍ବଣରେ ସାରା ସହରରେ ବ୍ଲକିଂ ଚେକିଂ କଡାକଡି ହୋଇଥିବା ବେଳେ କମିଶନରେଟ୍‌ ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । କଟକରୁ ଦୁଇ ଚୋରା ବନ୍ଧୁକ ବେପାରୀ ଗିରଫ ହୋଇଥିବା ବେଳେ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଆଜି

୨୦୩୫ ସୁଦ୍ଧା ନିଜର ସ୍ପେଶ ଷ୍ଟେସନ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବେ ଭାରତୀୟ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି। ଚନ୍ଦ୍ରଯାନ-୩ ମିଶନ ପରେ ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ୱକୁ ଚକିତ କରିଛି। ମହାକାଶରେ ଏକ ଦୃଢ ଉପସ୍ଥିତି

କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍

ଚୁକ୍ତିଭିତ୍ତିକ କଣ୍ଡକ୍ଟରଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ଓଏସଆରଟିସିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ରେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କଣ୍ଡକ୍ଟରଙ୍କ ଚାକିରି ନିୟମିତ ପ୍ରସଂଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାରେ ରାଜ୍ୟ ବାଣିଜ୍ୟ ଓ

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ବିଜେତାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ମୁମ୍ବାଇ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଆଜି ଅନୁଷ୍ଠିତ ହୋଇଛି। ବିଜେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ