ପ୍ରଥମ ଥର ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ କିନ୍ନର ପ୍ରତିଯୋଗୀ
ନୂଆଦିଲ୍ଲୀ: ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଇତିହାସରେ ପ୍ରଥମ ଥର ପାଇଁ ଦୁଇଜଣ କିନ୍ନର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ ଗତ ସପ୍ତାହରେ ମିସ୍ ପର୍ତ୍ତୁଗାଲ୍ ମୁକୁଟ!-->…