News ଆୟକର ରେଡ୍: ମିଳିଲା ନଗଦ ୪୨ କୋଟିରୁ ଅଧିକ ଟଙ୍କା Byapini Bureau Oct 14, 2023 0 ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଆୟକର ବିଭାଗର ରେଡ୍ । ଦୁଇ ଜଣ ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ଟି ପେଟିରେ ଭର୍ତି ହୋଇ ରହିଥିଲା ୫ ଶହ ଟଙ୍କିଆ ନୋଟ୍ । ବିଏସ୍ଆର ଇନ୍ଫ୍ରାଟେକ୍ ଏବଂ ଷ୍ଟାର!-->…
News ଓଏଏସ୍ ସ୍ତରରେ ଅଦଳବଦଳ Byapini Bureau Oct 14, 2023 0 ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ!-->…
News ଏଥର ବାଲିଯାତ୍ରା ହେବ ୮ ଦିନ Byapini Bureau Oct 13, 2023 0 କଟକ : କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାଲିଯାତ୍ରା ପ୍ରସ୍ତୁତି!-->…
News ପାରାଦୀପରୁ ଧରା ହେଲା ୨ କୁଇଣ୍ଟାଲ ଓଜନର ମାଛ Byapini Bureau Oct 13, 2023 0 ଦିଘା:ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି । ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା । କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି ଥିଲା!-->…
Games ୨୦୨୮ ଅଲିମ୍ପିକ୍ସରେ ଟି-୨୦ ଫର୍ମାଟ୍ର କ୍ରିକେଟ୍ Byapini Bureau Oct 13, 2023 0 ମୁମ୍ବଇ : ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍ । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବ। ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଏକ୍ଜିକ୍ୟୁଟିଭ୍ ବୋର୍ଡ୍ ଏଥିପାଇଁ ଲସ୍ଆଞ୍ଜେଲ୍ସ ଗେମ୍ସ ଆୟୋଜକମାନଙ୍କର!-->…
News ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା Byapini Bureau Oct 13, 2023 0 ଭୁବନେଶ୍ବର : ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମ ରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି!-->…
News ୧୦୦ କୋଟିର କମ୍ପାନି ଚଳାଉଛନ୍ତି ୧୬ ବର୍ଷର ପ୍ରାଞ୍ଜଳି Byapini Bureau Oct 13, 2023 0 ନୂଆଦିଲ୍ଲୀ : ଆମେରିକାରେ ରହୁଥିବା ଭାରତ ଜନ୍ମିତ ଜଣେ ୧୬ ବର୍ଷର କିଶୋରୀ ପ୍ରାଞ୍ଜଳି ଅୱସ୍ଥି ୧୦୦ କୋଟିର କମ୍ପାନି ଚଳାଉଛନ୍ତି। ତାହା ପୁଣି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରର ଏକ ଷ୍ଟାର୍ଟଅପ୍। ଡେଲଭ ଡଟ ଏଆଇ ନାମରେ!-->…
News ୧୩ ହଜାରରେ କିଣିଲେ, ୩୬ କୋଟିରେ ବିକିଲେ ମାସ୍କ: ଜାଲିଆତି ମାମଲା ରୁଜୁ Byapini Bureau Oct 13, 2023 0 ଏକ ପାରମ୍ପରିକ ଗିବନ୍ ମାସ୍କ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ୧୩ ହଜାର ଟଙ୍କାରେ କିଣା ହୋଇଥିବା ମାସ୍କ ୩୬ କୋଟି ଟଙ୍କାରେ ବିକ୍ରି ହେବା ପରେ ମାସ୍କର ପ୍ରଥମ ମାଲିକ ମାସ୍କ ଟିକୁ ୩୬ କୋଟିରେ ବିକ୍ରି କରିଥିବା!-->…
News ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୁରକ୍ଷା ‘ଜେଡ୍’କୁ ବଢ଼ିଲା Byapini Bureau Oct 13, 2023 0 ନୂଆଦିଲ୍ଲୀ: ଭାରତୀର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ୱାଇ ରୁ ଜେଡ୍କୁ ବୃଦ୍ଧି କରାଯାଇଛି । ଏଣିକି ତାଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ । ଏହାପୂର୍ବରୁ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା!-->…
News ପୁନର୍ବାସ କଲୋନୀରେ ଥଇଥାନ ହେଲେ ସାତଭାୟା ଗ୍ରାମର ୫୭୧ ପରିବାର Byapini Bureau Oct 13, 2023 0 ଭୁବନେଶ୍ୱର: ଅକ୍ଟୋବର ମାସ ଓଡ଼ିଶା ପାଇଁ ଯେତିକି ଖୁସି ସେତିକି ଡର ସାଥିରେ ଧରି ଆସିଛି । ପାର୍ବଣ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିଲେ ମଧ୍ୟ ଅକ୍ଟୋବର ମାସରେ ବାତ୍ୟାର ଭୟ ଓଡ଼ିଶାର ପିଛା ଛାଡୁନି । ମହାବାତ୍ୟାର ତାଣ୍ଡବ!-->…