ବାଦାମବାଡ଼ିର ଅନୁଗୁଳ ବସ୍ଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାର: ମୁଖ୍ୟମନ୍ତ୍ରୀ
କଟକ: ବାଦାମବାଡ଼ି ଅନୁଗୁଳ ବସ୍ଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଥିବା ବେଳେ ୩୦ କୋଟି ୫୮ ଲକ୍ଷ ୩୧ ହଜାର ୧୦୦ ଟଙ୍କା!-->…