ଭ୍ଲାଦିମିର୍ ପୁଟିନ୍ :ଏତେ ମିସାଇଲ୍ ଛାଡ଼ିବୁ ଶତ୍ରୁ ନିସ୍ତାର ପାଇବେ ନାହିଁ
ମସ୍କୋ: ଯାହାର ମୁଣ୍ଡ ଠିକ୍ ଥିବ ସେ ରୁଷ୍ ବିପକ୍ଷରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ; ଯଦି ସେ ଭଳି ଆକ୍ରମଣ କରାଯାଇଥିବା ଜଣାପଡ଼େ, ଆକାଶକୁ ଏତେ ସଂଖ୍ୟକ କ୍ଷେପଣାସ୍ତ୍ର ଛାଡ଼ିବୁ ଯେ, ଜଣେ ହେଲେ ଶତ୍ରୁ ରକ୍ଷା ପାଇବାକୁ!-->…