THE BYAPINI

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିବ  ଜନସମ୍ପର୍କ ପଦଯାତ୍ରା । ରାଜଧାନୀର ବଡ଼ଗଡ଼ କଳିଙ୍ଗ  ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରା କରି ଏହି ମେଗା  ଅଭିଯାନର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ  ତଥା

ଦିଲ୍ଲୀପ ରାୟ ଓ ମଙ୍ଗଳା କିଷାନଙ୍କ ଭେଟ୍‌ଘାଟ, ବଦଳିବ କି ରାଉଲକେଲାର ରାଜନୀତି

ରାଉରକେଲା: ରାଉଲକେଲା ରାଜନୀତି ଏବେ ସରଗରମ । ଗତ ୨୫ ତାରିଖ ଦିନ ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜୁ ଜନତା ଦଳ ଓ ଅନ୍ୟ ଜଣଙ୍କୁ ପଦଚ୍ୟୁତ କରାଯାଇଥିଲା । ଏହାପରେ ନିଲମ୍ବିତ ଯୁବନେତା ରବୀନ୍ଦ୍ର ପ୍ରଧାନ

ପୁଣି ଥରେ ପିତାମାତା ହେବେ ବିରୁଷ୍କା !

ମୁମ୍ବାଇ: ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ କ୍ରିକେଟର୍‌ ବିରାଟ କୋହଲି ଓ ବଲିଉଡ ହିରୋଇନ୍‌ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ପିତାମାତା ହେବାୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାର ମୁଖ୍ୟ କାରଣ

ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଏନ୍‌ଟିଏ ପକ୍ଷରୁ ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଦକ୍ଷତା ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ସ୍କ୍ରବ୍ ଟାଇଫସ୍ , ସୁନ୍ଦରଗଡ଼ରେ ଆଉ ୩ ପଜିଟିଭ୍

ସୁନ୍ଦରଗଡ଼: ଜିଲ୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୨୯୫ରେ ପହଞ୍ଚିଛି । ୪୭ଟି ରକ୍ତ ନମୁନା ପରୀକ୍ଷା ପରେ ୩ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲ୍ଲା

ଏସସିବିରେ ହେଲା ମୋବାଇଲ ଆଲୁଅରେ ଚିକିତ୍ସା

କଟକ: ଏସ୍‌ସିବି ଡାକ୍ତରଖାନାରେ ବିଜୁଳି କାଟକୁ ନେଇ ଅଭାବନୀୟ ସ୍ଥିତି ଦେଖାଦେଇଛି । ଏକ କେବଲ୍‌ ଲାଇନ୍‌ରେ ସମସ୍ୟା ହେବାରୁ ମେଡିସିନ୍‌ ବିଭାଗର ଷଷ୍ଠ ୟୁନିଟ୍‌ ୱାର୍ଡ ସମେତ ଆନାଟୋମି ବିଭାଗ ଏବଂ ପୋଷ୍ଟମମର୍ଟମ୍‌ ରୁମ୍‌

ତିନିଗୁଣା ବଢ଼ିଲା ଭୁବନେଶ୍ୱର-ଉତ୍କେଲା ବିମାନ ଭଡ଼ା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଉତ୍କେଲା ଏୟାରଷ୍ଟ୍ରିପ୍‌କୁ ବିମାନବନ୍ଦରରେ ରୂପାନ୍ତରିତ କଲେ ସରକାର । ଗତ ଅଗଷ୍ଟ ୩୧ ତାରିଖରେ ପ୍ରଥମ କରି ଏହି ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଚଳ

ହବିଷ୍ୟାଳୀ ଯୋଜନା, ୩ରୁ ନାମ ପଞ୍ଜୀକରଣ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ୟ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ଚାଲିବ ସାଇବର ସୁରକ୍ଷା ଅଭିଯାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସେପ୍‌ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି

ସାନ୍ତାଳୀ -ଓଡିଆ- ଇଂରାଜୀ ଶବ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ସୌରା, କୁଇ, କୁଭି,