THE BYAPINI

୯ ମାସରେ ୧୪୬ ବାଘ ମୃତ , ଭାଙ୍ଗିଲା ୧୧ ବର୍ଷର ରେକର୍ଡ : ‘ଏନ୍‌ଟିସିଏ

ପୁଣେ: ; ପୂରିନି ବର୍ଷ କିନ୍ତୁ ବାଘ ମୃତ୍ୟୁ ସଂଖ୍ୟାଗଣନା ଅନୁସାରେ ଏହି ବର୍ଷ ମୃ୍‌ତ୍ୟୁବରଣ କରିଥିବା ବାଘମାନଙ୍କର ସଂଖ୍ୟା ଗତ ୧୧ ବର୍ଷର ରେକର୍ଡ ଭାଙ୍ଗିଲାଣି । ୯ ମାସରେ ୧୪୬ ବାଘ ମୃତ୍ୟୁମୁଖରେ ପଡିଲେଣି । ଚଳିତ ବର୍ଷ

ରତ୍ନ ଭଣ୍ଡାରକୁ ଅଳଙ୍କାର ତାଲିକା ପାଇଁ ହେବ ଉଚ୍ଚ଼ସ୍ତରୀୟ କମିଟି: ହାଇକୋର୍ଟ

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭିତରେ ଥିବା ମୂଲ୍ୟବାନ ସୁନା ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ଼ସ୍ତରୀୟ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଶ୍ରୀମନ୍ଦିର

ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ୨୦୨୩, ଅକ୍ଟୋବର ୪ ତାରିଖରୁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅକ୍ଟୋବର ୩

ବେଧଡକ୍‌ ଲୁଟ୍‌ କରୁଛନ୍ତି ଲୁଟେରା ୪୮ ଘଣ୍ଟାରେ ୭ ସୁନାଚେନ୍‌ ଲୁଟ୍‌

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ । ସହରରେ ଶାନ୍ତିଶୃଙ୍ଖଲା ବଜାୟ ରଖିବା ଓ ଧନଜୀବନର ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରୁଛି କମିଶନରେଟ୍‌ ପୋଲିସ୍‌ । ତା ସହିତ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରାଜଧାନୀରେ

୬.୭%କୁ ବୃଦ୍ଧି ହେଲା ୫ ବର୍ଷିଆ ଆର୍‌ଡି ସୁଧ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଲାଗି ବିଭିନ୍ନ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି । ପାଞ୍ଚ ବର୍ଷିଆ ଆର୍‌ଡିକୁ ବାଦ ଦେଲେ ଅନ୍ୟ ସବୁ ସ୍କିମ୍‌ର ସୁଧ

ବିଶ୍ୱ ହୃଦ୍‌ ଦିବସ -୨୦୨୩: ହୃଦୟର ବ୍ୟବହାର କର ଓ ହୃତ୍‌ପିଣ୍ଡର ଯତ୍ନ ନିଅ

ଭୁବନେଶ୍ୱର : ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ହୃଦୟ ସମ୍ବନ୍ଧୀୟ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି ।  କମ୍‌ ବୟସର ପିଲା ମଧ୍ୟ ହୃଦୟ ରୋଗରେ ପୀଡିତ ହେଉଛନ୍ତି । ଖେଳୁଥିବା ସମୟରେ ଯୁବକମାନେ ହୃଦଘାତର ଶିକାର ହୋଇ ମୃତୁୃମୁଖରେ

‘ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? : ବସନ୍ତ ପଣ୍ଡା

ଭୁବନେଶ୍ୱର : ଆମେ ଲୋକଙ୍କୁ ସ୍ନେହ ଓ ଶ୍ରଦ୍ଧା ମାଗୁଛୁ, କିନ୍ତୁ ସେଇ “ଶ୍ରଦ୍ଧା” କଥା ଶୁଣିଲେ ବିଳି ବିଳାଉଛି ବିଜୁ ଜନତା ଦଳ । ରାଜ୍ୟ ସରକାର “ଶ୍ରଦ୍ଧା”ନାଁ ଧରିଲେ ଡରୁଛନ୍ତି । ଡାଲି ଖାଇଲେ ଚଳିବ, କିନ୍ତୁ ଡାଲି ଦେଖିଲେ

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ

ଆଣ୍ଡ୍ରଏଡ୍ ଫୋନ୍ କରିବ ଭୂମିକମ୍ପର ଆଗୁଆ ପୂର୍ବାନୁମାନ

ନୂଆଦିଲ୍ଲୀ: ଭୂମିକମ୍ପ ଏପରି ଏକ ଦୈବୀ ଦୁର୍ବିପାକ ଯାହାକୁ ବୁଝିବା ଓ ଏହାର ପୂର୍ବାନୁମାନ କରିବା ମଣିଷ ପାଇଁ ଏପର୍ଯ୍ୟନ୍ତ କଷ୍ଟକର ହୋଇ ରହିଛି । ଯଦି ଭୂମିକମ୍ପର ଆଗୁଆ ପୂର୍ବାନୁମାନ କରାଯାଇପାରନ୍ତା, ତେବେ ଅନେକ ଜୀବନ

ଫର୍ଣ୍ଣିଚର୍‌ ମାର୍କେଟ୍‌ରେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ନେତା ଦିଲ୍ଲୀର କୀର୍ତ୍ତି ନଗର ଆସବାବ୍‌ପତ୍ର ବଜାରକୁ (ଫର୍ଣ୍ଣିଚର୍‌ ମାର୍କେଟ୍‌) ଯାଇ ସେଠାରେ ଥିବା ବଢ଼େଇମାନଙ୍କ ସହିତ ଆଳାପ କରିଛନ୍ତି। ଏହା ହେଉଛି ଜାତୀୟ ରାଜଧାନୀ ଅଞ୍ଚଳରେ