THE BYAPINI

‘ଲ କମିଶନଙ୍କ ପରାମର୍ଶ’ : ସହମତି ସମ୍ପର୍କ ପାଇଁ ସର୍ବନିମ୍ନ ବୟସ ୧୬କୁ ହ୍ରାସ କରାନଯାଉ

ନୂଆଦିଲ୍ଲୀ: ପୋକ୍ସୋ ଆଇନ ଅଧିନରେ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ଲ’ କମିସନ ବା ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସହମତି ବୟସ ହ୍ରାସ କଲେ ବାଲ୍ୟ ବିବାହ

ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ପାଇଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହି ବିଲ୍‌ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା । ସଂସଦର ଉଭୟ ଗୃହ ଦ୍ୱାରା ବିଲ୍‌

କଟକ ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଟକ: କଟକ ଚୌଧୁରୀବଜାରରେ ସକାଳୁ ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ଦୋକାନଟି ହୁତୁହୁତୁ ହୋଇ ଜଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ

ପୂର୍ବତନ ଚିଲିକା ବିଧାୟକ ରଘୁ ସାହୁଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ୨୦୨୪ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ବି ସେତିକି ବେଗରେ ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟିକେଟ ଆଶାୟୀମାନେ ପୂଜା ପାର୍ବଣ ସମୟରେ ଲୋକଙ୍କର ନିକଟତର ହେବାର ସୁଯୋଗ

ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭାରେ ଗୃହର ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରି ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହୋଇଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପରିଦର୍ଶନ ପାଇଁ ଓଡିଶାରେ ମଧ୍ୟପ୍ରଦେଶର ୧୧ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର: ମଧ୍ୟପ୍ରଦେଶ ସରକାରଙ୍କ ୭ ଆଇଏଏସ୍‌ ଅଧିକାରୀଙ୍କ ସହ ମୋଟ ୧୧ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ଆଜି ୩ ଦିନିଆ  ଓଡିଶା ଗସ୍ତ ଶେଷ କରିଛନ୍ତି । ଏହି ପ୍ରତିନିଧି  ଦଳଙ୍କୁ ଓଡିଶା ଅର୍ବାନ ଏକାଡେମୀ (ଓୟୁଏ)ରେ

ବନ୍ଦେ ଭାରତ ପ୍ରଥମ ଯାତ୍ରାରେ ୫୮୪ ଯାତ୍ରୀ

ରାଉରକେଲା : ନିୟମିତ ଯାତ୍ରୀନେଇ ବୁଧବାର ପ୍ରଥମଥର ଗଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ଦୁଇଥର ପରୀକ୍ଷାମୂଳକ ଯାତ୍ରା ଓ ଉଦ୍‌ଘାଟନୀ ଯାତ୍ରାବେଳେ ଲୋକଙ୍କ ମନରେ ଯେଭଳି ଉତ୍ସୁକତା ଦେଖିବାକୁ ମିଳିଥିଲା, ତାହା ଆଜି

ସବୁଜ ବିପ୍ଳବର ଜନକ ଏମ ଏସ ସ୍ବାମୀନାଥନଙ୍କ ପରଲୋକ

ଚେନ୍ନାଇ: ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକ । ୯୮ ବର୍ଷ ବୟସରେ ସେ ଚେନ୍ନାଇରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ୍ ବିଶିଷ୍ଟ ଜେନେଟିକ୍ ତଥା କୃଷି

ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା

ଭୁବନେଶ୍ୱର: ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା । ଓଡିଶାର ଜଣେ ଚାଷୀ ମାସକୁ ୫୧୧୨ ଟଙ୍କା ରୋଜଗାର କରିଥାନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ ପାଇଲା ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ