THE BYAPINI

ଗୁଗୁଲ୍‌କୁ ୨୫ ବର୍ଷ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ଦୁନିଆର ଚର୍ଚ୍ଚିତ କଂପାନି ଗୁଗୁଲ୍‌କୁ ୨୫ ବର୍ଷ ହୋଇଛି। ୧୯୯୮ ସେପ୍ଟେମ୍ବର ୪ରେ ଯଦିଓ କଂପାନିକୁ ସ୍ଥାପନ କରାଯାଇଥିଲା, କିନ୍ତୁ ୨୦୦୫ ସେପ୍ଟେମ୍ବର ୨୭ରୁ ଏହା ବାର୍ଷିକୀ ପାଳନ ଆରମ୍ଭ କରିଥିଲା।

ରାଜନୀତିରୁ ସନ୍ନ୍ୟାସ ନେବି : ଅରୁଣ ସାହୁ

ଭୁବନେଶ୍ୱର: ୫-ଟି ହେଉଛି ଏକ ଚିନ୍ତାଧାରା । ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି । ୫-ଟିକୁ ଦୁଇ ମିଶ୍ର ପିଇ ଦେଇଛନ୍ତି । ୫-ଟି ପାଇଁ କଣ ହୋଇଛି ତାହା ଆଗ ନିଜ

ଓଡ଼ିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩ ପାରିତ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନରେ ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ପାରିତ ହୋଇଛି ।ଆପାର୍ଟମେଂଟ ବିଲ୍ ସହ ଅନ୍ୟ ୬ଟି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି । ଏହାସହିତ ନ୍ୟାୟୋଚିତ କ୍ଷତିପୂରଣ

ବିବାହ ବନ୍ଧନରେ ପରିଣୀତି ଏବଂ ରାଘବ: ରାଗନିତି

ଭୁବନେଶ୍ୱର : ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି। ଦୁଇ ପରିବାରର

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାରୀ ଖର୍ଚ୍ଚ ୪୦ କୋଟି

ଭୁବନେଶ୍ବର: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ

ଡାକ୍ତରଙ୍କ ଉଚ୍ଚଶିକ୍ଷା ଛୁଟି ଅବଧି ୬ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ବିଶେଷଜ୍ଞ

ଆଜି ଠାରୁ କଂଗ୍ରେସ ‘ଘରେ ଘରେ ହାତ’

ଭୁବନେଶ୍ୱର: ଆଗାମୀ ବିଧାନ ସଭା ନିର୍ବାଚନକୁ ଆଖିଆଗରେ ରଖି ଜନସମର୍ଥନ ହାସଲ ପାଇଁ ଆଜି ଠାରୁ କଂଗ୍ରେସର ‘ଘରେ ଘରେ ହାତ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି

ଶୁଣାଣୀ ଶେଷ ନହେବା ଯାଏଁ ରାଜନୀତି ମଇଦାନକୁ ଓହ୍ଲାଇବି ନାହିଁ: ପ୍ରଭାତ

କଟକ: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ନାମରେ ସିଶୋର ଜମି କିଣାବିକା ମାମଲାରେ ଚାର୍ଜଫ୍ରେମ୍‌ କରିଛି ସିବିଆଇ । ମାମଲା ଏବେ ବି ଅଦାଲତରେ ବିଚାରଧିନ

ବ୍ରିଜ୍‌ଭୂଷଣ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି: କୋର୍ଟରେ ମନ୍ତବ୍ୟ ଦେଲା ଦିଲ୍ଲୀ ପୁଲିସ୍‌

ଦିଲ୍ଲୀ: ପୂର୍ବତନ ରେସଲିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ରାଉସ୍‌ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ

ରାଜସ୍ଥାନରେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିଲେ ରାହୁଲ, ସ୍କୁଟି ପଛରେ ବସିଥିବା ଫଟୋ ଭାଇରାଲ

ଜୟପୁର: ରାଜସ୍ଥାନ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହରାଣୀ କଲେଜରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ବାଣ୍ଟି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସେ ଛାତ୍ରୀଙ୍କ ପଛରେ