THE BYAPINI

ବିଶ୍ୱକପ: ଚାମ୍ପିୟନ ଟିମକୁ ମିଳିବ ୩୩.୧୭ କୋଟି ଟଙ୍କା

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବିଶ୍ୱକପର ୧୩ତମ ସଂସ୍କରଣ ଅକ୍ଟୋବର ୫ ତାରିଖରୁ ଭାରତରେ ହେବାକୁ ଯାଉଛି । ଏଥିରେ

ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି

ନୂଆଦିଲ୍ଲୀ: ଅର୍ଥନୈତିକ ସ୍ବାଧୀନତା ସୂଚୀରେ ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ୧୯୮୦ ପରଠାରୁ ନିରନ୍ତର ଭାବେ ଭାରତର ରେଟିଂରେ ଉନ୍ନତି ଘଟିବା ସହ ତାହା ୪.୯୦ରୁ

ବିସର୍ଜନ ନିୟମ ନମାନିଲେ ଆସନ୍ତା ବର୍ଷ ମିଳିବନି ପୂଜା ଅନୁମତି

ପୁରୀ: ଅଗ୍ରପୂଜ୍ୟଙ୍କ ଆଗମନ ପରେ ଜମୁଛି ପାର୍ବଣ। ସାହି ଗଳିକନ୍ଦିରେ ଚାଲିଛି ପୂଜାର୍ଚ୍ଚନା। ସହର ମଧ୍ୟରେ ୧୫୦ରୁ ଅଧିକ ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ଦୁଇଦିନ ପରେ ବିସର୍ଜନ ପର୍ବ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ

ପ୍ରଥମ ମହିଳା ବାଚସ୍ପତି ଭାବେ ଇତିହାସ ରଚିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ   । ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ସହ ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଇତିହାସ ରଚିଛନ୍ତି   । ପୂର୍ବତନ ବାଚସ୍ପତି

୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ଆରୁଖ୍‌

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବାବେଳେ

ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍‌ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏହି ବିଲ୍‌ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ

ଥମୁନି ମଣିପୁର ହିଂସା ପୁଣି ବଢ଼ିଲା କର୍ଫ୍ୟୁ କଟକଣା

ଇମ୍ଫାଲ : ମଣିପୁରରେ ଜାତିଗତ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଗତକାଲି ପୁଲିସ ୫ ଜଣ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁବକମାନଙ୍କୁ

କିଙ୍ଗ୍‌ ଖାନ୍‌ଙ୍କ ରେକର୍ଡ, ବର୍ଷକରେ ୧୦୦୦ କୋଟି ଟଙ୍କା କ୍ଲବରେ ପ୍ରଥମ ବଲିଉଡ୍‌ ଷ୍ଟାର୍‌

ମୁମ୍ବାଇ: ବକ୍ସ ଅଫିସରେ ରେକର୍ଡ କରୁଛି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଫିଲ୍ମ ଯବାନ । ଘରୋଇ ବକ୍ସ ଅଫିସରେ ଫିଲ୍ମ ୫୦୦ କୋଟିରୁ ଅଧିକ ଆୟ କରି ସାରିଥିବା ବେଳେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କା କ୍ଲବରେ ପହଞ୍ଚିବାକୁ

ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ନିହତ, କାନାଡା ନାଗରିକଙ୍କୁ ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ଓରଫ ସୁଖ ଦୁନେକେ କାନାଡାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀସଂଘର୍ଷରେ ନିହତ ହୋଇଥିବା ଜଣାପଡିଛି । ଦୁନେକେ କାନାଡାରେ ଚାଲିଥିବା ଭାରତ-ବିରୋଧୀ ଖଲିସ୍ତାନୀ ଆନ୍ଦୋଳନର ଅଂଶ । ଜେଲ୍‌ରେ

ସିଡିଏ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

କଟକ: ସିଡିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନିଲ କୁମାର ସାମଲଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି । କଟକ ବଡଡାକ୍ତରଖାନାର ନବୀକରଣ, ଅତ୍ୟାଧୁନିକ କଟକ ନେତାଜୀ ବସ୍‌ଟର୍ମିନାଲ ନିର୍ମାଣ, ତାଳଦଣ୍ଡା