THE BYAPINI

ଆଜି ଓଟିଟିରେ ରିଲିଜ ହେଉଛି ‘ଜାନେ ଜାନ’, ଡେବ୍ଲ୍ୟୁ କରୁଛନ୍ତି କରୀନା କପୁର ଖାନ୍‌

ମୁମ୍ବାଇ: ଆଜି ଅନ୍‌ ଲାଇନ୍‌ ପ୍ଲାଟ୍‌ଫର୍ମରେ ଡେବ୍ଲ୍ୟୁ କରୁଛନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ । ଆଜି ତାଙ୍କର ଜନ୍ମଦିନ । କରୀନା ୪୩ ବର୍ଷରେ ପାଦ ଦେଇଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜାନେ ଜାନ’କୁ ନେଇ ସେ

୪୪ ଲକ୍ଷ ୫୬ ହଜାର ଚାଷୀଙ୍କୁ ମିଳିଲା କାଳିଆ ସହାୟତା ରାଶି

ଭୁବନେଶ୍ୱର: ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରଙ୍କୁ କାଳିଆ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି

ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଓଡିଶା ବିଧାନସଭାର ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ବିଜେଡି ବିଧାୟିକା ଏବଂ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପକ୍ଷରୁ ଏହାର ବାଚସ୍ପତି

ଚଳିତ ମାସ ୨୪ ତାରିଖରୁ ପୁରୀ-ରାଉଲକେଲା ମଧ୍ୟରେ ଚାଲିବ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ

ପୁରୀ: ଆସନ୍ତା ୨୪ ତାରିଖରୁ ଓଡିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପୁରୀରୁ ରାଉଲକେଲା ମଧ୍ୟରେ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ

୧୦ ଗୁଣା ବଢ଼ିଲା ରେଳ ଦୁର୍ଘଟଣାର ଅନୁକମ୍ପାମୂଳକ ସହାୟତା ରାଶି

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା ରେଳ ଦୁର୍ଘଟଣା ଯୋଗୁଁ ଯାତ୍ରୀଙ୍କ ମନରେ ରେଳ ଯାତ୍ରା ପ୍ରତି ସୃଷ୍ଟି ହେଉଥିବା ଭୟର ଦୂର କରିବା ଓ ରେଳ ବ୍ୟବସ୍ଥା ପ୍ରତି ପୁଣି ବିଶ୍ୱାସ ଫେରାଇ ଆଣିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ

ସୁନ୍ଦରଗଡ଼ରେ ପୁଣି ୬ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ

ସୁନ୍ଦରଗଡ: ସୁନ୍ଦରଗଡରେ ଆଉ ୬ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ରବ ଟାଇଫସ୍‌ ରୋଗ ଚିନ୍ତାର କାରଣ ହୋଇଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ୨୦୬ ସ୍କ୍ରବ୍‌

ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ମହିଳା ସଂରକ୍ଷଣ ବିଲ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ପାରିତ ହୋଇଛି । ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପନ କରିଥିଲେ । ଦୀର୍ଘ ୭

ରମାରଞ୍ଜନ ବଳିୟାରସିଂହ : ଆଗୁଆ ବଜେ୍‌ଟ, ମନମୁଖି ଘୋଷଣା, ବେପରୁଆ ଖର୍ଚ୍ଚ କାହା ସ୍ୱାର୍ଥରେ ?

ଭୁବନେଶ୍ୱର: ରାଜ୍ୟ ସରକାର ସାମ୍ବିଧାନିକ ବିଧିବ୍ୟବସ୍ଥାର ମନଇଚ୍ଛା ଉଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଏବଂ ମାତ୍ର ୧୫% ଅର୍ଥ ବ୍ୟୟ କରି ଅତିରିକ୍ତ ବଜେଟ୍‌ ଅଣାଇବା

ମା’ସମଲେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ

୧୦୦ ନଦୀ ଘାଟରେ ଫେନ୍‌ସିଂ କରିବ ଓଏସ୍‌ଡିଏମ୍‌ଏ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନଦୀରେ ବୁଡି ଜୀବନହାନୀ ହେବା ଘଟଣା ବଢ଼ିବାରେ ଲାଗିଥିବାବେଳେ ଏଳଭି ମୃତ୍ୟୁକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବା ଓଏସ୍‌ଡିଏମ୍‌ଏ ପକ୍ଷରୁ ୧୦୦ଟି ନଦୀ ଘାଟରେ