THE BYAPINI

୨୬ରେ ଭୁବନେଶ୍ୱରରେ ହେବ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

ଭୁବନେଶ୍ୱର: ଦିନକୁ ଦିନ ପ୍ରାଥମିକ ଶିକ୍ଷକମାନଙ୍କର ଆନ୍ଦୋଳନର କାୟା ବଢ଼ିବାରେ ଲାଗିଛି । କେନ୍ଦ୍ରୀୟ ହାରରେ ବେତନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ ଦାବି ଦେଇ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି ।

ଆଇସିସି ର‍୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନରେ ମହମ୍ମଦ ସିରାଜ

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୩ରେ ଧମାକା ମଚାଇ ଥିବା ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ର‍୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି ।ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ମାନ୍ୟତାରେ ସିରାଜ ସିଧା ଆଠଟି

କଂଗ୍ରେସ ଭବନ କଡରେ ଅଜଣା ଯୁବକର ମୃତଦେହକୁ ନେଇ ଚାଞ୍ଚଲ୍ୟ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ହାଟ ଅଫ ଦି ଟାଉନ୍‌ କୁହାଯାଉଥିବା ହାଇସିକ୍ୟୁରିଟି ଏରିଆ ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ କଂଗ୍ରେସ ଭବନ ରାସ୍ତାରୁ ଏକ ଅଜଣା ଯୁବକଙ୍କର ମୃତ ଦେହ ମିଳିଛି । ସରକାରୀ କ୍ୱାଟର ଓ କଂଗ୍ରେସ ଭବନ

କାନାଡାରେ ଥିବା ଭାରତୀୟଙ୍କୁ ସତର୍କ ରହିବା ପାଇଁ ସରକାରଙ୍କର ପରାମର୍ଶ

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ହରଦୀପ୍‌ ସଂହ ନିଜ୍ଜର ହତ୍ୟା ଘଟଣାରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ବୟାନ ପରେ ଭାରତ କାନାଡା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି ।

ଗଣେଶ ପୂଜା: କେଉଁଠି ବୃକ୍ଷ ଗଣେଶ ତ କେଉଁଠି ପେଣ୍ଡାଲରେ ଅଧାରକାର୍ଡ ଶୈଳୀ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପବିତ୍ର ଭାଦ୍ରବ ମାସର ଶୁକ୍ଲ ଚତୁର୍ଥୀ ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଶ୍ରୀଗଣେଶ । ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହୋଇଛି ପୁର ପଲ୍ଲୀ ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ । ଗଣେଶ

ଆଜି ସଂସଦରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ ପାଇଁ ବିରୋଧି ଦଳଙ୍କର ପ୍ରସ୍ତାବ

ନୂଆଦିଲ୍ଲୀ : ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ କାଳରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଛି । ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ଏନ୍‌ସିପି

ତେଜୁଛି ବିରୋଧ ୧୦ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ୩ ଦଫା ଦାବୀ ନେଇ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଆଜି ୧୦ ଦିନରେ ପହଞ୍ଚିଛି । ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନ୍‌ସନ୍‌ ଲାଗୁ ଦାବୀରେ ରାଜ୍ୟର ୩୦୦ ବିଇଓ କାର୍ଯ୍ୟାଳୟ

ଓଡ଼ିଶାରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଟେଣ୍ଡର ପାଇଁ ଲାଞ୍ଚ କାରବାରରେ ୭ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଓଡ଼ିଶାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଟେଣ୍ଡର ପାଇବା ପାଇଁ ୧୯ ଲକ୍ଷ ୯୬ ହଜାର ଟଙ୍କାର ଲାଞ୍ଚକାରବାର କରୁଥିବା ସମୟରେ ସିବିଆଇ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସିବିଆଇ ପକ୍ଷରୁ ଜାରି ପ୍ରେସ୍‌

ନୂଆ ଯୋଜନା: ପାନବରଜ ଓ କିଆଫୁଲ ଚାଷୀଙ୍କୁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ରାଜ୍ୟରେ ଅତିକମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ପାନ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଯୋଜନାର ସ୍ୱତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ

ଯଶୋଭୂମି ଏକ୍ସପୋ ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ପର୍ୟ୍ୟାୟ ଉଦଘାଟନ କରିଛନ୍ତି। ‘ଯଶୋଭୂମି’ରେ ପହଞ୍ଚିବା ପରେ