THE BYAPINI

ପୁରୀ ପୌରପାଳିକା ଲିଜ୍‌ ଜମି ହେବ ନିୟମିତ , ୨୦ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଲେ ସରକାର

ପୁରୀ: ପୌରପାଳିକା ଦ୍ୱାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍‌ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ଟେଣ୍ଡର ସେପ୍‌ଟେମ୍ବର ଶେଷ ସୁଦ୍ଧା

ନୟାଗଡ଼: ନୟାଗଡ ଜିଲ୍ଲାର ମଂଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ପାଇଁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଭେଟି : ଗ୍ରାଉଣ୍ଡ ରେଣ୍ଟ ଆଦାୟ ହେବନାହିଁ

ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପୂଜା

ବଢ଼ିଲା ଗହମ ଦାମ୍‌,୩ରୁ ୨ ହଜାର ଟନ୍‌କୁ ଖସିଲା ଷ୍ଟକ୍‌ ସୀମା

ନୂଆଦିଲ୍ଲୀ: ଗହମର ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ଆଜି ଗହମ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ବିକ୍ରେତାଙ୍କ କ୍ଷେତ୍ରରେ ଷ୍ଟକ୍‌ ସୀମାକୁ ୩ ହଜାର ଟନରୁ ୨ ହଜାର ଟନକୁ ହ୍ରାସ କରିଛନ୍ତି । ଏହି ପଦକ୍ଷେପ ତୁରନ୍ତ

ବିନା ଶୁକ୍ରାଣୁରେ ଗର୍ଭାଶୟ ବାହାରେ ବିକଶିତ ହେଲା ବିଶ୍ୱର ପ୍ରଥମ ଭ୍ରୂଣ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ ସଫଳତା ମିଳିଛି । ବିନା ଶୁକ୍ରାଣୁରେ ଇସ୍ରାଏଲ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଭ୍ରୂଣ ଗର୍ଭାଶୟ ବାହାରେ ବିକାଶ କରିଛନ୍ତି । ଷ୍ଟେମ ସେଲ୍‌କୁ ବ୍ୟବହାର

କଟକରେ ହେବ ଜିଏସ୍‌ଟି ଆପିଲିଟ୍‌ ଟ୍ରିବ୍ୟୁନାଲ୍‌ର ରାଜ୍ୟ ଖଣ୍ଡପୀଠ

ନୂଆଦିଲ୍ଲୀ: ଓଡିଶାର ଜିଏସ୍‌ଟି ଆପିଲିଟ୍‌ ଟ୍ରିବ୍ୟୁନାଲ୍‌କୁ କଟକରେ ସ୍ଥାପନ କରାଯିବ । ଆଜି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଦୀର୍ଘ ସାଢେ଼ ଛଅ ବର୍ଷର ପ୍ରତୀକ୍ଷା ପରେ ଜିଏସ୍‌ଟି ଆପିଲିଟ୍‌

ଲିବ୍ୟା ବନ୍ୟା: ଧ୍ୱସଂ ସ୍ତୂପ ପାଲଟିଲା ବନ୍ଦର ସହର ଡର୍ନା, ମୃତ୍ୟୁ ସଂଖ୍ୟା ୨୦ ହଜାର ପାର୍‌

ଲିବ୍ୟା:ଭୂମଧ୍ୟସାଗରୀୟ ବାତ୍ୟା ଡାନିଏଲ୍‌ ପ୍ରଭାବରେ ଲିବ୍ୟାର ପୂର୍ବାଞ୍ଚଳରେ ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଲିବ୍ୟାର ପୂର୍ବରେ ଥିବା ବନ୍ଦର ସହର ଡର୍ନାର ମଧ୍ୟଭାଗରେ ୨୦ ଫୁଟରୁ ଅଧିକ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା । ଏହି

ଧର୍ମ ପ୍ରତି ଆକ୍ରମଣ ହିଁ ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ: ମୋଦୀ

ନୂଆଦିଲ୍ଲୀ : ଆଗକୁ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ

ଅକ୍ଟୋବର ୧ରୁ ଏକକ ଦସ୍ତାବିଜ ହେବ ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ : ବହୁ ପ୍ରକାର କାର୍ଯ୍ୟ ପାଇଁ ଜନ୍ମ ପ୍ରମାଣପତ୍ର ଯଥେଷ୍ଟ । ଜୁଲାଇରେ ସଂସଦରେ ଏହି ବିଲ୍‌ ଆଗତ ହୋଇଥିଲା । ବିଲ୍‌ ଆଗତ ହେବା ପରେ ଅକ୍ଟୋବର ୧ରୁ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି । ଏହି ନିୟମ ଲାଗୁ ହେବା ପରେ

ରାଷ୍ଟ୍ରୀୟ ନ୍ୟାୟିକ ସୂଚନା ଗ୍ରୀଡ ପ୍ଲାଟଫର୍ମ ଅଧୀନକୁ ଆସିଲା ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତି ଡି.ୟାଇ .ଚନ୍ଦ୍ରଚୂଡ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରୀୟ ନ୍ୟାୟିକ ସୂଚନା ଗ୍ରୀଡ ପ୍ଲାଟଫର୍ମ ଅଧୀନରେ ଆସିବ ବୋଲି ପ୍ରକାଶ କରିଛନ୍ତି । ଫଳରେ ସର୍ବୋଚ୍ଚ