THE BYAPINI

ବନ୍ଦ ହେବ ମିଡିଆ ଟ୍ରାଏଲ ୩ ମାସରେ ଗାଇଡଲାଇନ୍‌ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ଗଣମାଧ୍ୟମ ନ୍ୟାୟଳାୟ ଭଳି ବିଭିନ୍ନ ଅପରାଧିକ ମାମଲାର ବିଚାର କରିବା ଅଭ୍ୟାସ ବଢ଼ିବାରେ ଲାଗିଛି । ଯଥେଷ୍ଟ ତଥ୍ୟ ପ୍ରମାଣ ସମ୍ପର୍କରେ ବିଶ୍ଲେଷଣ ପାଇଁ ଆବଶ୍ୟକୀୟ ଜ୍ଞାନର ଅଭାବ ଓ ସୁହାଇଲା ଭଳି ଢ଼ଙ୍ଗରେ

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍‌ଚୁଆଲ୍‌ ମୋଡ୍‌ରେ ସାରା ଦେଶରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ

ଶ୍ରୀଲଙ୍କାକୁ ୪୧ ରନ ହରାଇ ଏସିଆ କପ ଫାଇନାଲରେ ଭାରତ

କଲମ୍ବୋ: ଦମଦାର ପ୍ରଦର୍ଶନ ଫଳରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଦଳ ଭାବରେ ଏସିଆ କପ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ୍‌ରେ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ବୋଲର ବି ହିରୋ ବୋଲି ପୁଣି ଥରେ ପ୍ରମାଣିତ

କଟକ ନେତାଜୀ ବସ୍‌ ଟର୍ମିନାଲ ଉଦଘାଟନୀ ବିବାଦ, ବାଦାମବାଡି ବସଷ୍ଟାଣ୍ଡ ବ୍ୟବସାୟୀ ମହାସଂଘର ଗଣଧାରଣା

କଟକ: ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍‌ ଟର୍ମିନାଲ (ସିଏନବିଟ)କୁ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିବା ପରେ ଧିରେ ଧିରେ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ

ଚଳିତ ବର୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷ ଠାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏନେଇ ରୂପରେଖ ପ୍ରସ୍ତୁତ ସରିଛି ଓ ଖୁବଶୀଘ୍ର ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ

ବଦଳିଲେ ୧୦୬ ଜଣ ବିଡିଓ ଓ ୧୮୯ ଜଣ ତହସିଲଦାର

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ରାଜ୍ୟର ବିଭିନ୍ନ ବ୍ଲକରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ମାନଙ୍କ ସହିତ ଡେପୁଟି କଲେକ୍ଟରମାନଙ୍କର

ମଣିପୁରରେ ବନ୍ଦ ହେଉନାହିଁ ହିଂସା ୩ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ଫାଲ : ମଣିପୁରରେ ଚାଲିଥିବା ହିଂସା ଥମିବାର ନାମ ନେଉନାହିଁ । ଗତ ଚାରିମାସ ଧରି ମଣିପୁରରେ ଜାତିଗତ ହିଂସା ଯୋଗୁଁ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ମଙ୍ଗଳବାର ଦିନ କୁକି-ଜୋ ସମ୍ପ୍ରଦାୟର ତିନି ଜଣ ଲୋକଙ୍କୁ ଗୁଳି

କେରଳରେ ପୁଣି ନିପାହ ଭୟ, ଗଲା ୨ ଜୀବନ

ନୂଆଦିଲ୍ଲୀ: କେରଳରେ ନିପାହ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସୋମବାର କେରଳର କୋଜିକୋଡେ ଜିଲ୍ଲାର ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ନିପାହ ଭୂତାଣୁ ଦ୍ୱାରା ଦୁହେଁ

ସମ୍ବିଧାନିକ ଖଣ୍ଡପୀଠକୁ ଗଲା ଦେଶଦ୍ରୋହ ଆଇନର ବୈଧତା ମାମଲା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଅଧୀନରେ ଉପନିବେଶ ସମୟରେ ରାଜଦ୍ରୋହ ପାଇଁ ଧାର୍ଯ୍ୟ ହୋଇଥିବା ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍‌

ପାକିସ୍ତାନ ଠାରୁ ୨୨୮ ରନ୍‌ ବ୍ୟବଧାନରେ ବିଜୟୀ ହେଲା ଟିମ୍‌ ଇଣ୍ଡିଆ

କଲମ୍ବୋ : ଏସିଆ କପ୍‌ର ସୁପର-୪ ମୁକାବିଲାରେ ପାକିସ୍ତାନକୁ ବଡ ବ୍ୟବଧାନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ସୋମବାର ଅତିରିକ୍ତ ଦିବସରେ ପାକିସ୍ତାନକୁ ୨୨୮ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଛି । ମ୍ୟାଚ୍‌ର ୨ୟ ଓ