ଦ୍ରୁତତମ ୧୩ ହଜାର ରନ ସଂଗ୍ରହ କରି ରେକର୍ଡ କଲେ ବିରାଟ କୋହଲି
କଲମ୍ବୋ : ଏସିଆ କପ୍ର ସୁପର-୪ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟସମ୍ୟାନ୍ ବିରାଟ କୋହଲି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ୍ରେ ଦ୍ରୁତତମ ବ୍ୟାଟସମ୍ୟାନ୍ ଭାବେ ୧୩!-->…