ପରଲୋକରେ ପ୍ରଖ୍ୟାତ୍ ପ୍ରଫେସର ଡାକ୍ତର ରାଜକିଶୋର ଦାସ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ
କଟକ: ଚାଲିଗଲେ ଟିଙ୍ଗା ରାଜୁ । ପ୍ରଖ୍ୟାତ୍ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ରାଜକିଶୋର ଦାସ(ଟିଙ୍ଗା ରାଜୁ)ଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । କଟକ ତୁଳସୀପୁର ସ୍ଥିତ ବାସଭବନରେ ସୋମବାର ସକାଳ ସାଢେ ୧୦ଟାରେ ତାଙ୍କର!-->…