THE BYAPINI

ବାଣୀବିହାରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ପୋଷ୍ଟର

ଭୁବନେଶ୍ୱର: ଗତ କିଛି ମାସ ହେଲା ରାଜ୍ୟରେ ୫-ଟି ସଚିବଙ୍କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସହ ଶାସକ ବିଜେଡିର କଥା କଟାକଟି ଜୋରସୋରରେ ଚାଲିଛି । ପ୍ରସଙ୍ଗ କେବଳ ଗୋଟିଏ । ତାହ ହେଲା ୫-ଟି ସଚିବ । ତେବେ ଏହି ପ୍ରସଙ୍ଗ

ଆଜି ନୂଆଖାଇ ପାଇଁ ସ୍ଥିର ହେବ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗୁରୁବାର ସମ୍ବଲପୁରରେ ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର ଅନୁସାରେ

ଖୁସି ଖବର: ଆଜି ଇ-ବସରେ ମାଗଣା ସେବା

ଭୁବନେଶ୍ୱର: ରାଜଧାନୀରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଆଜି ମାଗଣା ଇ-ବସ ଓ ଇ-ରିକ୍ସା ସେବା ମିଳିବ । କ୍ରୁଟର ଇ-ବସ ଓ ଇ-ରିକ୍ସାରେ ଯାତ୍ରୀମାନେ ମାଗଣାରେ ଯାତ୍ରା କରିପାରିବେ ।

ସେମିଳିଗୁଡ଼ାରେ ସର୍ବାଧିକ ବର୍ଷା, ୧୫୮ ମିମି

ଭୁବନେଶ୍ୱର: ମୌସୁମୀ ପ୍ରବାହ ସକ୍ରିୟ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଗତ ୨୪ ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସର୍ବାଧିକ ବର୍ଷା ହୋଇଛି ।  ସିମିଳିଗୁଡ଼ାରେ ଗତ ୨୪୨ ଘଣ୍ଟାରେ ସର୍ବାଧିକ ୧୫୮

ପୋଲ ତଳକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

ସୋରୋ: ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର। ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାରରେ ଦମ୍ପତି ଦୁଇ

ଜି-୨୦ ବୈଠକ: ଆଜି ଆସୁଛନ୍ତି ଜୋ ବାଇଡେନ

ନୂଆଦିଲ୍ଲୀ: : ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବ । ବାଇଡେନ ନିଜ ଗସ୍ତ ସମୟରେ

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍‌‌

ଭୁବନେଶ୍ୱର: ଆସନ୍ତା ୧୮ରୁ ୨୨ ତାରିଖ ପର୍ୟ୍ୟନ୍ତ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏହି ୫ ଦିନିଆ ସଂକ୍ଷିପ୍ତ ଅଧିବେଶନକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌‌ ଆଗତ

ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ଦୁଇ ଦିନ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୨୦ ମିମି ବର୍ଷା ହୋଇଛି । ୧୩ ସହରରେ ପ୍ରବଳ ବର୍ଷିଛି । ଜଡ଼ିତ ଘୂର୍ଣ୍ଣିବଳୟ

ଭିଜିଲାନ୍ସ ଜାଲରେ ଅବକାରୀ ଏଏସଆଇ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଏଏସଆଇ। ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଓ ନୟାଗଡ଼ର ୪ଟି ସ୍ଥାନରେ ଚଢ଼ାଉ

ନାସାର ଚନ୍ଦ୍ର ଓ ମଙ୍ଗଳ ଅଭିଯାନର ମୁଖ୍ୟ ଭାରତୀୟ ବଂଶୋଦ୍ଭବଇଞ୍ଜିନିୟର ଅମିତ କ୍ଷତ୍ରିୟ

ୱାଶିଂଟନ୍‌: ଭାରତୀୟ ବଂଶୋଦ୍ଭବ ସଫ୍‌ଟୱେର୍‌ ଏବଂ ରୋବୋଟିକ୍ସ ଇଞ୍ଜିନିୟର ଅମିତ କ୍ଷତ୍ରିୟଙ୍କୁ ଆମେରିକୀ ମହାକାଶ ଏଜେନ୍ସୀ ନାସାର ନୂଆ କାର୍ଯ୍ୟକ୍ରମ ‘ଚନ୍ଦ୍ରରୁ ମଙ୍ଗଳ’ର ପ୍ରଥମ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ