THE BYAPINI

ନୟନତାରା ଇନ୍‌ଷ୍ଟାଗ୍ରାମ୍‌କୁ ଆସିବାର ୧୦ ଘଂଟାରେ ୧୦ ଲକ୍ଷ ଫଲୋୟର୍ସ

ମୁମ୍ବାଇ: ନିକଟରେ ଅଭିନେତ୍ରୀ ନୟନତାରା ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ । ଇନ୍‌ଷ୍ଟ୍ରାଗ୍ରାମ୍‌କୁ ଆସିବାର ମାତ୍ର ୧୦ ଘଣ୍ଟା ଭିତରେ ୧୦ ଲକ୍ଷ ଲୋକ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି ।

ସନ୍ଧ୍ୟାରେ କଟକ-ଭୁବନେଶ୍ୱରକୁ ଟ୍ରକ୍‌, ଟ୍ରେଲର, ହାଇୱା ପ୍ରବେଶ ବନ୍ଦଭୁବନେଶ୍ୱର: କମିଶନରେଟ୍‌ ପୋଲିସ୍ର ବଡ଼ ନିଷ୍ପତ୍ତି । ଏଣିକି ସନ୍ଧ୍ୟା ହେଲେ ଟ୍ୱିନ୍‌ ସିଟିକୁ ପ୍ରବେଶ କରିବନି ଟ୍ରକ୍‌, ଟ୍ରେଲର, ହାଇୱା । ନୂଆ

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଙ୍ଗଳବାର ଲଘୁଚାପ ସୃଷ୍ଟି ହୋଇ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରିକରାଯାଇଛି । ମାଲକାନଗିରି, କୋରାପୁଟ

‘ଇଣ୍ଡିଆ’ ଜିଣିବା ଜରୁରୀ ନଚେତ ସମଗ୍ର ଦେଶ ମଣିପୁର, ହରିୟାନା ପାଲଟିଯିବ: ଏମ୍‌. କେ. ଷ୍ଟାଲିନ୍‌

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍‌କେ’ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ‘ସ୍ପିକିଙ୍ଗ୍‌ ଫର୍‌ ଇଣ୍ଡିଆ’ ନାମରେ ନିଜ ‘ପଡ୍‌କାଷ୍ଟ୍‌’ ଆରମ୍ଭ କରିଛନ୍ତି । ତାଙ୍କ ‘ପଡ୍‌କାଷ୍ଟ୍‌ ସିରିଜ୍‌’ର ପ୍ରଥମ ସଂସ୍କରଣରେ

ମହିଳା କର୍ମଚାରୀଙ୍କ ପାଇଁ ଏମ୍‌ସରେ ଖୋଲିଲା କ୍ରେଚ୍‌

ଭୁବନେଶ୍ୱର: ମହିଳା କର୍ମଚାରୀମାନଙ୍କୁ ଚାପ ମୁକ୍ତ ଭାବରେ କାମ କରିବାରେ ସହଯୋଗ କରିବା ପାଇଁ ରାଜ୍ୟର ପ୍ରଥମ ଡାକ୍ତରଖାନା ଭାବେ ଭୁବନେଶ୍ୱର ଏଏମ୍‌ସ ପରିସରରେ ଶିଶୁମାନଙ୍କ ପାଇଁ କ୍ରେଚ୍‌ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟର ପ୍ରଥମ

କଟକ ବଡ ଡାକ୍ତରଖାନା ଓପିଡିରେ ମଧ୍ୟାହ୍ନଭୋଜନ ବିରତି ରହିବ ନାହିଁ

କଟକ: କଟକ ବଡ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍‌ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍‌) ରହିବନି । ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଓପିଡି ଟିକେଟ୍‌

ଗଦର-୨ ସଫଳତା ସନ୍ନି ଦେଓଲଙ୍କ ମୁମ୍ବାଇ ପାର୍ଟିର ତିନି ଖାନ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ, ୩/୯: ଗଦର-୨ର ସଫଳତା ମନାଇବା ପାଇଁ ସନ୍ନି ଦେଓଲ ଶନିବାର ମୁମ୍ବାଇଠାରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ହିନ୍ଦୀ ଚଳଚ୍‌ଚିତ୍ର ଶିଳ୍ପର ‘ହୁଜ୍‌ ହୁ’ ପ୍ରଦର୍ଶନ କରାଯାଇଥିଲା । ବଲିଉଡ୍‌ର ତିନି ଖାନ୍‌ ଶାହରୁଖ,

ଶିମିଳିପାଳରେ ଆବିଷ୍କୃତ ହେଲା ୧୧୧୫ ଫୁଟ୍‌ର ଜଳପ୍ରପାତର

ବାରିପଦା: ଶିମିଳିପାଳ , ସବୁଜ ବନାନୀ ଘେରା ଜୈବବିବିଧତାରେ ଭରା ଏହି ଜାତୀୟ ଉଦ୍ୟାନର ଘଞ୍ଚ ବନାନୀରେ ଏବେ ବି ଏମିତି ଅନେକ ଅନାଲୋଚିତ ସ୍ଥାନ ରହିଛି ଭାବିଲେ ବିସ୍ମୟ ଭଳି ଲାଗୁଛି । ଶିମିଳିପାଳରେ ଆଜି ବି ଏମିତି ଅନେକ ସ୍ଥାନକୁ

ପ୍ରଥମ ଭାରତୀୟ ଭାବରେ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ପାଇଲେ ଅନ୍ତର୍ଜାତୀୟ ଆଇୟୁପିଏସି ପୁରସ୍କାର

ଜଗତସିଂହପୁର : ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ଶାସ୍ତ୍ରରେ ଉଚ୍ଚକୋଟିର ଗବେଷଣା ପାଇଁ ଆଇୟୁପିଏସି ପୁରସ୍କାର ମିଳିଛି । ଏହି ପୁରସ୍କାର ପାଇବାରେ ସେ

ଦେଶ ଓ ରାଜ୍ୟର ସାର୍ବଭୈାମତ୍ୱକୁ ନଷ୍ଟ କରିବ ୱାନ ନେସନ ୱାନ ଇଲେକସନ୍‌ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକସନ ଭାରତର ସମସ୍ତ ରାଜ୍ୟ ଓ ଦେଶର ସାର୍ବଭୌମତ୍ୱ ପାଇଁ ବିପଦ । ଏହା ରାଜ୍ୟର ଅଧିକାରକୁ ଦବେଇବା ପାଇଁ ଏକ ବିଦ୍ଧିବଦ୍ଧ ଯୋଜନା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମତ ପ୍ରକାଶ କରିଛନ୍ତି । ୱାନ