THE BYAPINI

ଭୁବନେଶ୍ୱର ଉପକଣ୍ଠରେ ହେବ ‘ନିଉ ସିଟି’: କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ଦେଶର ୮ଟି ରାଜ୍ୟରେ ନିଉ ସିଟି ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ଆଠଟି “ନିଉ ସିଟି’ ଭିତରେ ଭୁବନେଶ୍ୱରକୁ ସାମିଲ କରାଯିବା ନେଇ ରାଜ୍ୟ ସରକାର

ସରକାରଙ୍କ ଘୋଷଣା: ମାଗଣା ମେଡିକାଲ୍‌, ଇଞ୍ଜିନିୟରିଂ ପଢ଼ିବେ ମେଧାବୀ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାର୍ଥୀ

ଭୁବନେଶ୍ୱର: ସରକାରୀ ମେଡିକାଲ୍‌ ଓ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଛାତ୍ରଛାତ୍ରୀ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ିବେ ବୋଲି ସୂଚନାମିଳିଛି । ମୁଖ୍ୟମନ୍ତ୍ରୀ ମେଧାବୀ

ଅକ୍ଟୋବରକୁ ‘ହିନ୍ଦୁ ଐତିହ୍ୟ ମାସ’ ଘୋଷଣା କଲା ଜର୍ଜିଆ

ଆଟ୍‌ଲାଣ୍ଟା: ରାଜ୍ୟର ପ୍ରଗତି ପ୍ରତି ଉଦ୍‌ଯୋଗୀ ହିନ୍ଦୁ-ଆମେରିକୀୟଙ୍କ ଅବଦାନକୁ ସମ୍ମାନପ୍ରଦାନପୂର୍ବକ ଆମେରିକୀୟ ପ୍ରଦେଶ ଜର୍ଜିଆ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ରୂପେ ଘୋଷଣା କରିଛି । ଏକଥା ଘୋଷଣା କରି ଜର୍ଜିଆର

ତାଳଚେର ବିଧାୟକଙ୍କ ଅଫିସ୍‌ ହତାରେ ବୋମା

ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ହତା ଭିତରୁ ଏକ ବୋମା ଉଦ୍ଧାର ହୋଇଛି । ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏହି ବୋମାକୁ

କଟକଣା ଲଗାଇଲେ ସରକାର, ଏଣିକି ଆନ୍ଧ୍ର ବିଇଡି ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟର ବିଇଡି ଶିକ୍ଷାରେ ଚଳିତବର୍ଷ ଠାରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆନ୍ଧ୍ରର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ପିଲାମାନଙ୍କର ନିୟମିତ

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ‘ବିଜେପି’ କର୍ମୀଙ୍କୁ ଗୁଳି କରି ହତ୍ୟା

ଲଖ୍‌ନୋ: ଆଜି ସକାଳ ବଡି ଭୋରରୁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦ କୌଶଳ କିଶୋରଙ୍କ ଉତ୍ତର ପ୍ରଦେଶ ଲଖ୍‌ନୋ ବାସଭବନରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ‘ବିଜେପି’ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ବୋଲି ସ୍ଥାନୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାପତିତ୍ୱରେ କେନ୍ଦ୍ରସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତର

ଘରୋଇ ପରେ ଏବେ କମିଲା କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ: ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କିଲୋ ଓଜନ ବିଶିଷ୍ଟ ଲିକ୍ୱିଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲପିଜି) ସିଲିଣ୍ଡରର ମୂଲ୍ୟ ହ୍ରାସ ପରେ ଏବେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି । ଗତ ମଙ୍ଗଳବାର ଦିନ

ଏସିଆ କପ୍‌ ୫୦ ତମ ମ୍ୟାଚ୍‌: ଭାରତ ବନାମ ପାକିସ୍ତାନ

କଲମ୍ବୋ: ଏସିଆ କପ୍‌ର ୫୦ ତମ ମ୍ୟାଚ୍‌ରେ ଭାରତ ପାକିସ୍ତାନ ଲଢେ଼ଇ ହେବାକୁ ଯାଉଛି । ଏସିଆ କପ୍‌ରେ ଶନିବାର ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ପଡୋଶୀ ରାଷ୍ଟ୍ର । ଟିଟ୍ୱେଣ୍ଟି-ବିଶ୍ୱକପ୍‌ ପରେ ଆଉ ଏକ ରୋଚକ

ନନ୍ଦନକାନନରେ ନୂଆ ସଦସ୍ୟ , ସୁନେଲି ତାମାରିନ୍‌ ଓ ଗୁଣ୍ଡୁଚି ମାଙ୍କଡ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ସଦସ୍ୟ । ଏମାନେ ହେଲେ ହଳେ ସୁନେଲି ହାତିଆ ତାମାରିନ୍‌ ମାଙ୍କଡ ଓ ହଳେ ଗୁଣ୍ଡୁଚି ମାଙ୍କଡ । ମାଙ୍କଡ ପ୍ରଜାତିର ୨ ହଳ ଆକର୍ଷଣୀୟ ବନ୍ୟପ୍ରାଣୀଙ୍କୁ ହାଇଦ୍ରାବାଦ୍‌ ସ୍ଥିତ